Home Posts tagged bears enter into khariar raja house
Odisha News
ନୂଆପଡା,୧୧/୪: ରାତି ଅଧରେ ରାଜପ୍ରାସାଦ ପଶିଲା ଭାଲୁ। ଏଣେ ତେଣେ ବୁଲିଲା ପରେ ଡାଇନିଂ ରୁମରେ ପଶି ସବୁ ଖାଦ୍ୟ ଖାଇଗଲା। ନୂଆପଡା ଜିଲ୍ଲା ଖଡିଆଳ ସହରର ରାଜମହଲରେ ଏପରି ଘଟଣା ଘଟିଛି।ଗତକାଲି ରାତିରେ ଏକ ଭାଲୁ ଖଡିଆଳ ରାଜପ୍ରାସାଦକୁ ପଶିଯାଇଥିଲା। ପରେ ରାଜପ୍ରାସାଦ ଭିତରେ ପଶି ଏଣେତେଣେ ବୁଲିଥିଲା। ଡାଇନିଂ ରୁମରେ ପଶି ସେଠାରେ ଥିବା ସବୁ ଖାଦ୍ୟ ଭାଲୁ ଖାଇ ଦେଇଥିଲା। ଦେଢ ଘଣ୍ଟା କାଳ ରାଜମହଲରେ ଉତ୍ପାତ ମଚାଇଥିଲା ଭାଲୁ ।ଭାଲୁକୁ ଦେଖି […]Continue Reading
Seo wordpress plugin by www.seowizard.org.