ବାରିପଦା, ୨୯/୧୧: ବାରିପଦାରେ ସୁନା ଦୋକାନରୁ ଲୁଟ୍ । ଦିନ ଦ୍ବିପ୍ରହରରେ ଗହଣା ଦୋକାନରୁ ଲୁଟ୍ । ୧୨ରୁ ୧୩ କୋଟି ଟଙ୍କାର ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ଲୁଟ୍ ବେଳେ ୪ ଲୁଟେରାଙ୍କୁ ମାଡ଼ି ବସିଲେ ଦୋକାନ ମାଲିକ ଏବଂ କର୍ମଚାରୀ ।ଅନ୍ୟ ଦୁଇ ଜଣ ଲୁଟେରା ଟଙ୍କା ସୁନା ନେଇ ଚମ୍ପଟ ମାରିଛନ୍ତି । ସେମାନଙ୍କୁ ଖୋଜୁଛି ପୋଲିସ । ବନ୍ଧୁକ ଦେଖାଇ ଲୁଟି ନେଇଛନ୍ତି କୋଟି କୋଟି ଟଙ୍କାର ସୁନା ଅଳଙ୍କାର […]Continue Reading




