Home Posts tagged baramunda bus stand
Odisha News
ଭୁବନେଶ୍ୱର, ୬/୨: ଭୁବନେଶ୍ୱର ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ବୋମାମାଡ଼ ହୋଇଛି। ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି।ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ନୂଆ ବସ୍ଷ୍ଟାଣ୍ଡ ନିକଟରେ ଥିବା ଏକ ହୋଟେଲରେ ପ୍ରଥମେ ଖାଇଥିଲେ। ଖାଇ ସାରିବା ପରେ ପଇସା ଦେବାକୁ ନେଇ ବଚସା ହୋଇଥିଲା। ପଇସା ନଦେବାକୁ କହି ହୋଟେଲ ମାଲିକଙ୍କୁ ଧମକ ଚମକ ଦେଇ ୨ ଦୁର୍ବୃତ୍ତ ସେଠାରୁ ପଳାଇଥିଲେ ।ମାତ୍ର କିଛି ସମୟ Continue Reading
Seo wordpress plugin by www.seowizard.org.