ସୋହେଲା, ୫/୧୦: କାର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ହେବାରୁ ଆଜି ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି ବାପ ଓ ଝିଅ। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ କନାପାଲିରେ ଘଟିଥିବା ଏହି ଦୁର୍ଘଟଣାରେ ବାପ-ଝିଅଙ୍କ ମୃତ୍ୟୁ ହୋଇଛି। ତେବେ ବାପ-ଝିଅଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଗିରଫ ଏବଂ ମୃତକଙ୍କ ପରିବାର ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଉତ୍ତେଜନା ସୃଷ୍ଟି କରିଥିଲେ।ଉତ୍ତେଜନା କାରଣରୁ ଯାତାୟତ ପ୍ରଭାବିତ Continue Reading
ବରଗଡ଼, ୯/୮: ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପାଇକମାଲ ସହକାରୀ କୃଷି ଅଧିକାରୀ-ତଥା-ଫର୍ଟିଲାଇଜର ଇନ୍ସପେକ୍ଟର ।ମିଳିଥିବା ସୂଚନା ଅନୁଯାୟୀ, ପାଇକମାଲ ସହକାରୀ କୃଷି ଅଧିକାରୀ-ତଥା-ଫର୍ଟିଲାଇଜର ଇନ୍ସପେକ୍ଟର ପ୍ରଣୟ କୁମାର ମନ୍ତ୍ରୀ ସାର ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ଜଣେ ସାର ଡିଲରଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି।ପାଇକମାଲ ବସଷ୍ଟାଣ୍ଡରେ ସେ ଲାଞ୍ଚ Continue Reading
ବରଗଡ଼, ୩୦/୭: ବରଗଡ଼ ସଚେତନ ନାଗରିକ କମିଟି ପକ୍ଷରୁ ଆଜି ୧୨ଘଣ୍ଟିଆ ବରଗଡ଼ ବନ୍ଦ ଡ଼ାକରା ଦିଆଯାଇଛି। ବରଗଡ଼ ବିକାଶ ଫାଷ୍ଟ ଷ୍ଟେପରେ ପଢୁଥିବାଛାତ୍ର ଆଦିତ୍ୟରାଜର ମୃତ୍ୟୁକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଛାତ୍ରର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ସ୍କୁଲ କର୍ତ୍ତୃପକ୍ଷ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଓ ଆଦିତ୍ୟରାଜ Continue Reading
ବରଗଡ ୨୯/୭: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲ ବରିଷ୍ଠ କିରାଣୀ । ବରଗଡ ଜିଲ୍ଲା ଅମ୍ବାଭୋନା ତହସିଲର ବରିଷ୍ଠ କିରାଣୀ ବଳରାମ କଳାରି ।ଡୁଙ୍ଗୁରୀ ଗ୍ରାମର ନିତେଶ ପ୍ରଧାନଙ୍କ ଏକ ମ୍ୟୁଟେସନ ବାବଦକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରଗଡ଼ ଭିଜିଲାନ୍ସ ବିଭାଗ କିରାଣୀ ଜଣଙ୍କୁ କାବୁ କରିଥିଲେ ।ଭିଜିଲାନ୍ସ ବିଭାଗ ବଳରାମଙ୍କଠାରୁ ରସାୟନିକ ପ୍ରଲେପ ଦିଆ ୫ ହଜାର ଟଙ୍କା ଜବତ କରିଛି । ଏ ନେଇ ସମ୍ବଲପୁର […]Continue Reading
ଭୁବନେଶ୍ବର,୭/୭: ଗୁରୁବାର ଦିନ ବରଗଡ଼ ଜିଲ୍ଲା ପୋଲିସ୍ ଏକ ନକଲି ନୋଟ୍ ଛପା କାରଖାନା ଜବତ କରିଛି । ତାହା ସହିତ ୧୪ ଲକ୍ଷ ନକଲି ଟଙ୍କା ଜବତ କରିଛି । ଏହି କାରବାର ସହିତ ସଂପୃକ୍ତ ଥିବା ୨ ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ପଟ୍ଟୁ ଯାଦବ (୫୩) ଓ ବଳରାମ ମେହେର।ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳରେ ଏକ ନକଲି ନୋଟ୍ ଛାପା କାରଖାନା ପରିଚାଳିତ ହେଉଥିବା ନେଇ ଏସ୍ଟିଏଫ୍କୁ ବିଶ୍ବସ୍ତ […]Continue Reading