Home Posts tagged Bangkok
Odisha News
ବ୍ୟାଙ୍କକ୍, ୧୫/୫: ଥୋମାସ୍ କପ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟରେ ଭାରତ ଇତିହାସ ରଚିଛି। ଟିମ୍ ପ୍ରଥମ ଥର ପାଇଁ ଫାଇାନାଲରେ ଟାଇଟଲ୍ ଜିତିଛି। ଟିମ୍ ଇଣ୍ଡିଆ ଫାଇନାଲ୍ରେ ଇଣ୍ଡୋନେସିଆକୁ ୩-୦ରେ ମୂଳପୋଚ୍ଛ କରିଛି। ପ୍ରଥମ ମ୍ୟାଚ୍ରେ ଲକ୍ଷ୍ୟ ସେନ୍ ଏଥୋନୀ ସିନିସୁକୋଙ୍କୁ ୮-୨୧, ୨୧-୧୭, ୨୧-୧୬ରେ ପରାସ୍ତ କରିଛନ୍ତି। ଦ୍ୱିତୀୟ ମୁକାବିଲା ଡବଲ୍ସରେ ସାତ୍ୱିକସାଈରାଜ ରଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀଙ୍କ ଯୋଡ଼ି ୧୮-୨୧, ୨୩-୨୧, ୨୧-୧୯ରେ ଜିତିଛନ୍ତି। ତୃତୀୟ Continue Reading
Seo wordpress plugin by www.seowizard.org.