Home Posts tagged balipatana
Odisha News
ବାଲିପାଟଣା, ୨୩/୩: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଚଣାହଟ୍ଟା ରାଜସ ରାସ୍ତାରେ କୃଷ୍ଣପୁର ବ୍ରିଜ ସନ୍ନିକଟରେ ଏକ ଚଳନ୍ତା କାର ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଛି। ଦୁର୍ଘଟଣାରେ ବିଦ୍ୟୁତ ଖୁଣ୍ଟ ଏବଂ କାର ଭାଙ୍ଗି ଚୂରମାର ହୋଇ ଯାଇଛି। ୱାଗନର କାର୍ (ନଂ ଓଆର ୦୨ ବିଏଚ ୮୭୩୪)ର ଚାଳକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ସୂଚନା ମୁତାବକ ଆଜି ସକାଳ ସାଢେ ୮ ଟା ସମୟରେ କାରଟି ରାଜସ ପଟୁ ଚଣାହଟ୍ଟା ଅଭିମୁଖେ ଆସୁଥିଲା। ସ୍ଥାନୀୟ […]Continue Reading
Odisha News
ବାଲିପାଟଣା,୩୧/୧୦: ଦୀପାବଳି ପାଖେଇ ଆସୁଥିବା ବେଳେ ବାଣ ବିକ୍ରି ପାଇଁ କାରିଗର ଓ ବେପାରୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଦୀପାବଳି ଆସୁଥିବା ବେଳେ ବାଣ କାରିଗର ସକ୍ରିୟ ହୋଇ ଉଠିଛନ୍ତି। ଏବେ କାରିଗରମାନେ ବାଣ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଆଉ କିଛି ଦିନ ପରେ ବାଣ ବଜାର ଖୋଲିବ। ଏହା ପୂର୍ବରୁ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ଝିଣ୍ଟିଶାସନ ଜଇନାବାଦ ଗ୍ରାମରେ ଆଜି ବାଣ ତିଆରି ବେଳେ ବିସ୍ଫୋରଣ ହୋଇଛି। ଫଳରେ ୨ ଜଣ ଲୋକ ଆହତ ହୋଇଛନ୍ତି। Continue Reading
Odisha News
ବାଲିପାଟଣା,୯/୧୨: ବାଲିପାଟଣା ଥାନା ମୁକୁନ୍ଦଦାସପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ଅବସ୍ଥାରେ ପରିବାରରେ ଗଣ୍ଡଗୋଳ ବେଳେ ବଡ଼ଭାଇ ଜଗନ୍ନାଥ ଭୋଇ ଓରଫ ଜଗୁ ପେଟରେ ସାନଭାଇ ମଦ ବୋତଲ କାଚ ଭୁସି ଦେବାରୁ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ବାଲିପାଟଣା ଥାନା ପୁଲିସ ସାନଭାଇ ରାଜାକୁ ହେପାଜତକୁ ନେଇଛ।ସୂଚନା ଅନୁସାରେ, ମୁକୁନ୍ଦଦାସପୁର ବାଲିସାହି ଗ୍ରାମର ଜଗୁ ଭୋଇ ଅନେକ ସମୟରେ ନିଶାସକ୍ତ ରହି ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଆତଙ୍କ Continue Reading
Odisha News
ବାଲିପାଟଣା,୩/୮: କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନାର ଏଏସଆଇ ଭିଜିଲାନ୍ସ ଜାଲରେ ଫସିଛନ୍ତି। ମାମଲାର ରଫାଦଫା କରିବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଏଏସଆଇ ପୁଷ୍ପଲତା ପାଇକରାୟ।ବୁଧବାର ଦିନ ୧୧ ଟା ସମୟରେ ସରକାରୀ କ୍ଵାଟରରେ ରହି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଥିଲେ। ଭିଜିଲାନ୍ସ ଡିଏସପି ଅମିତା ତ୍ରିପାଠୀ , ଇନ୍ସପେକ୍ଟର ମଦନ ମୋହନ ପ୍ରଧାନଙ୍କ ସହ ୮ ଜଣିଆ […]Continue Reading
Seo wordpress plugin by www.seowizard.org.