ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୯/୧୧: କନ୍ଧମାଳ ଜିଲାରେ ଅନେକ ସମୟରେ ଅତି ଭଲ ପନିପରିବା ଚାଷ ହୋଇଥାଏ। ଜିଲାର ଦାରିଙ୍ଗବାଡିରେ ବନ୍ଧା ଓ ଫୁଲ କୋବି ସହ ବିନ୍, ଟମାଟୋ, କଞ୍ଚାଲଙ୍କା, ଦେଶୀଆଳୁ ଆଦି ବହୁଳ ପରିମାଣରେ ଚାଷ କରାଯାଇଥାଏ। ହେଲେ ଅନେକ ସମୟରେ ଏହି ଚାଷ କରିବାକୁ ଇଚ୍ଛା ରଖିଥିବା ଚାଷୀ ପାଣିର ଅଭାବ ହେଲେ ଚାଷ କରିବା ବାଧାପ୍ରାପ୍ତ ହୁଏ।ପାଣିର ଅଭାବ ସତ୍ତ୍ୱେ ଅନେକ ଚାଷୀ ପାଣି ଯୋଗାଡ଼ କରି ପନିପରିବା ଚାଷ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୬/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୁଳିମରା ସାହିର ମହାମାୟୀ କବାଡି କ୍ଳବ୍ ଓ ଗ୍ରାମ୍ୟ କମିଟି ର ମିଳିତ ସହଯୋଗ ରେ ଆୟୋଜିତ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତା ଉଦଯାପିତ ହୋଇ ଯାଇଛି।ମହାମାୟୀ କବାଡି କ୍ଳବ୍ ର ମୂଖ୍ୟ ସୁବାଷ ଚନ୍ଦ୍ର ପାତ୍ର, ଦଣ୍ଡପାଣି ବେହେରା, ଭୀମସେନ ବିନ୍ଧାଣି ଙ୍କ ନେତୃତ୍ବ ରେ ଆୟୋଜିତ ଏହି କବାଡି ପ୍ରତିଯୋଗୀତା ରେ ସମୁଦାୟ ୨୪ ଟି ଦଳ ଅଂଶ ଗ୍ରହଣ କରିଥିଲେ।୨୪ ଟି ଦଳ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୫/୧୧: ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ଆଧାରରେ ବାଲିଗୁଡା ସଂକୁଳର କ୍ରୀଡା ସମାରୋହ ଉଦଯାପିତ ହୋଇଯାଇଛି ।ଏଥିରେ ବାଲିଗୁଡା, ରାଇକିଆ, ତୁମୁଡିବନ୍ଧ, ଦାରିଙ୍ଗବାଡି ଓ ସାରଙ୍ଗଡ଼ର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରକୁ ନେଇ ଏହି ସଂକୁଳରେ ୭୬ ଜଣ ଶିଶୁ ଭାଇ ଭଉଣୀ ଏଥିରେ ଭାଗ ନେଇଥିଲେ ।ଏହି ଉତ୍ସବରେ ବାଲିଗୁଡା ଥାନା ଡିଏସପି ଶୁଭ୍ରଜିତ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୪/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ଶ୍ରୀ ସତ୍ୟସାଇବାବାଙ୍କ ୯୮ତମ ଜନ୍ମ ବାର୍ଷିକୋତ୍ସବ ସ୍ଥାନୀୟ ସାଇବିହାର ଠାରେ ପାଳିତ ହୋଇଯାଇଛି । ସମିତି ର ଆବାହକ ସୁରେନ୍ଦ୍ର ନାଥ ସାହୁ ଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟୁଷରେ ଓଁକାର, ସୁପ୍ରଭାତମ, ନଗର ସଂକୀର୍ତ୍ତନ ଆୟୋଜନ ହୋଇଥିଲା ।ଏନେଇ ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ, ପ୍ରଶାନ୍ତି ପତାକା ଉତ୍ତାଳନ, Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୩/୧୧: ଭଗବାନ ସତ୍ୟସାଇ ବାବାଙ୍କ ୯୮ତମ ଜନ୍ମ ମହୋତ୍ସବ ସତ୍ୟସାଇ ସେବା ସମିତି ବାଲିଗୁଡା ଦ୍ୱାରା ମହାଆଡମ୍ବରରେ ପାଳନ କରାଯାଇଛି । ଏଥି ନିମନ୍ତେ ପ୍ରତଃ୫ଟାରେ ଓଁକାର ,ସୁପ୍ରଭାତମ,ନଗର ସଂକ୍ରିତନ କରାଯାଇଥିଲା ।ଏହାପରେ ପ୍ରଶାନ୍ତି ପତାକା ଉତୋଳନ,ଷୋଡଶୋପଚାର ପୁଜା ଓ ହୋମ କରାଯାଇଥିଲା ,ସୁସଜିତ ରଥ ସହ ନଗର ପରିକ୍ରମା କରାଯାଇଛି ।ଅପରାହ୍ନରେ ନାରାୟଣ ସେବା ସହ ବସ୍ତ୍ର ବଣ୍ଟନ ଓ ଜରାଶ୍ରମରେ ଖାଦ୍ୟ ଓ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୩/୧୧: ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପ୍ରତିଯୋଗିତା ଭୁବନେଶ୍ୱର ୟୁନିଟ୍ – ୯ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ତିନି ଦିନ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି। ତତ୍ ସହିତ ୟୁନିଟ୍ ୬ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ରାଜ୍ୟ ସ୍ତରୀୟ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ କନ୍ଧମାଳ ଜିଲ୍ଲାର ୩୫ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସମସ୍ତ ଛାତ୍ରଛାତ୍ରୀ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୨/୧୧: ଭ୍ରଷ୍ଟ, ଦୁର୍ନୀତିଗ୍ରସ୍ତ ବିଜେଡି ସରକାର ବିରୋଧରେ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବିଜେପି ପକ୍ଷରୁ ଜନ ଆକ୍ରୋଶ ବାଲିଗୁଡା ବ୍ଲକ ଅଫିସ ଘେରାଉ କାର୍ଯ୍ୟକ୍ରମ ରେ ବିଭିନ୍ନ ପଞ୍ଚାୟତରୁ ବିଭିନ୍ନ ବର୍ଗର ମହିଳା, ପୁରୁଷ ସାମିଲ ହୋଇ ସ୍ଥାନୀୟ ହନୁମାନ ମନ୍ଦିର ଠାରୁ ଏକ ବିରାଟ ରାଲିରେ ବାହାରି ମୁଖ୍ୟ ବଜାର ଦେଇ ବ୍ଲକ ସମୁଖରେ ପହଞ୍ଚି ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ବ୍ଲକର ବିଭିନ୍ନ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୧/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାରଖମା ରେ ଆୟୋଜିତ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତାରେ ଦକ୍ଷିଣ କାଳୀ ଯୁବକ ସଂଘର କୃତିତ୍ୱ ।ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତା ରେ ଚମ୍ପିୟାନ ଦକ୍ଷିଣ କାଳୀ ଦଳ କୁ ଯୁବକ ସଂଘ ପକ୍ଷରୁ ଖେଳାଳୀ କୋଚ୍ ଟିମ୍ ମ୍ୟାନେଜର ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ସଙ୍ଘ ର ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ।ବାରଖମାରେ ଦୀର୍ଘ ସାତ ଦିନ ଧରି Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା,୧୯/୧୧: କନ୍ଧମାଳ ଜିଲ୍ଲାରେ ରହିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଭିତ୍ତିଭୂମି ସାଙ୍ଗକୁ ଉନ୍ନତ ଶିକ୍ଷା ବ୍ୟବସ୍ଥା କୁ ପରଖିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ର ଦୁଇ ଜଣିଆ ଟିମ ଭୁବନେଶ୍ୱର ରୁ କନ୍ଧମାଳ ଜିଲ୍ଲା ଆସି ତିନି ଦିନ ବିଭିନ୍ନ ବିଦ୍ୟାଳୟ ବୁଲି ଦେଖିଛନ୍ତି।ପ୍ରଥମ ଦିନରେ ଖଜୁରୀପଡା, ଫିରିଙ୍ଗିଆ, ଦାରିଙ୍ଗବାଡି , ଦ୍ୱିତୀୟ ଦିନରେ ଦାରିଙ୍ଗବାଡି, କ.ନୂଆଗାଁ ଓ ବାଲିଗୁଡ଼ା ସ୍ଥିତ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୯/୧୧: ଆଦିବସୀ ବହୁଳ କନ୍ଧମାଳ ଜିଲାରେ କର୍ମନିଯୁକ୍ତି ଅଭାବ ରହିଛି। ଯା, ଦ୍ବାରା ବହୁ ଯୁବକ ଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଆଉ କେତେକ ଶିକ୍ଷିତ ଯୁବକ ଏବେ କର୍ମନିଯୁକ୍ତି ଅଭାବରୁ ସବୁଜ ଜହର କୁହାଯାଉଥିବା ବେଆଇନ ଗଞ୍ଜେଇ ଚାଷକୁ ଆପଣାଇଛନ୍ତି।ରୋଜଗାରର ପନ୍ଥା ନପାଇ ଯୁବକ/ଯୁବତୀଠାରୁ ଆରମ୍ଭ କରି ବୟସ୍କ ମଧ୍ୟ ଗଞ୍ଜେଇ ଚାଷରେ ମାତିଛନ୍ତି। ସମ୍ପୂର୍ଣ୍ଣ ବେଆଇନ ଏହି ଚାଷ ଉପରେ ରୋକ Continue Reading




