ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୧୨/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ବିବେକାନନ୍ଦ ଙ୍କ ଜୟନ୍ତୀ ଅବସରରେ ବିଶ୍ୱ ଯୁବ ଦିବସ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ସୁଶାନ୍ତ ମୁଣ୍ଡ, ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ଯୁବ ରେଡକ୍ରସ୍ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୦/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଗାୟତ୍ରୀ ଶକ୍ତି ପୀଠର ନୂତନ କମିଟି ଗଠନ କରି କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି ।ଏଥିରେ ସର୍ବସମ୍ମତି କ୍ରମେ ମୁଖ୍ୟ ଟ୍ରଷ୍ଟି ଭାବେ ଅନନ୍ତ ଚରଣ ପୃଷ୍ଟି, କାର୍ଯ୍ୟାଳୟ ପ୍ରହାରୀ ଭାବେ ମିନତୀ ମଲ୍ଲିକ, କୋଷାଧ୍ୟକ୍ଷ ଭାବେ ସବିତା ମଲ୍ଲିକ, ସଦସ୍ୟ ଓ ସଦସ୍ୟା ମାନଙ୍କ ମଧ୍ୟରେ ଯୁଧିଷ୍ଠିର ପାତ୍ର, ବିଜୟଲଷ୍ମୀ ମହାପାତ୍ର, ପୁରୁଷୋତ୍ତମ ନାୟକ, ସିମାଞ୍ଚଳ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୦/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବଜାର ଠାରେ ନିର୍ମାଣଧୀନ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନ ମୁଦ୍ରଣ ଉତ୍ସବ ପାଇଁ ପରିଚାଳନା କମିଟି ପକ୍ଷରୁ କଞ୍ଜାମେଣ୍ଡି ପଞ୍ଚାୟତର ବିଭିନ୍ନ ଓ୍ଵାର୍ଡରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି କୃଷ୍ଣ ମୋହନ ପାଣିଗ୍ରାହୀ ସଭାପତିତ୍ବ କରି ଗୁଣ୍ଡିଚା ମନ୍ଦିର, ଜଗନ୍ନାଥ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୬/୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ ପତଡ଼ ଘାଟରେ ଏକ ମୋଟର ସାଇକେଲ ଦୁର୍ଘଟଣା ଘଟିଛି । ମୃତକ ଲୁବେନଗଡ଼ ସରକାରୀ ବିଦ୍ୟାଳୟର ଖେଳ ଶିକ୍ଷକ ବିଭୁତି ପ୍ରଧାନ ହୋଇଥିବା ଜଣାପଡ଼ିଛି ।ସୂଚନା ପ୍ରକାରେ ଶିକ୍ଷକ ଜଣକ ଶୁକ୍ରବାର ରାତିରେ ସୁଡ୍ରାରୁ ଟିକରବାଜୁ ରାସ୍ତା ଦେଇ ଲୁବେନଗଡ଼ ଯାଉଥିବା ବେଳେ ସୁଡ୍ରା ନିକଟସ୍ଥ ପତଡ଼ ଘାଟରେ ଭାରସାମ୍ୟ ହରାଇ ମୋଟର ସାଇକେଲ ରାସ୍ତା କଡ଼ ଖାଲକୁ ଖସି Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୫/୧: ଦେଢ ବର୍ଷ ପୂର୍ବେ କନ୍ଧମାଳ ଜିଲ୍ଲାର ବାଲିଗୁଡା ନିକଟ ମହାସିଙ୍ଗି ଗାଁରୁ ନିଖୋଜ ହୋଇଯାଇଥିବା ଜଣେ ବାଳକକୁ ଛତିଶଗଡର ଗରିଆବନ୍ଧ ଜିଲ୍ଲାର ମେନପୁର ଥାନା ଅଞ୍ଚଳରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ପୁଲିସ ଉଦ୍ଧାର କରିଛି । ଘଟଣା ରୁ ପ୍ରକାଶ ଯେ ୨୦୨୨ ମସିହା ଜୁନ ୬ ତାରିଖ ଦିନ ବାଳକ ଜଣକ ମାମୁଁ ଘରୁ କୌଣସି କାରଣରୁ ମନମାଳିନ୍ୟ ହୋଇ ଘରୁ ଚାଲିଯାଇଥିଲା ପରିବାର ଲୋକ ବହୁ ଖୋଜ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୩୧/୧୨: ବାନାଗ୍ନୀ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବନାଗ୍ନୀ ରୋକିବାକୁ ଖରା ଦିନ ପୂର୍ଵରୁ ସଜାଗ ହେଉଛି ବାଲିଗୁଡା ବନ ବିଭାଗ, ବାଲିଗୁଡ଼ା ଡିଏଫ୍ଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡା ବନଖଣ୍ଡର ବନାଞ୍ଚଳ ଅଧିକାରୀ ଅତୁଲ୍ୟ କୁମାର ମହାନ୍ତି, ବନପାଳ ପ୍ରଭାତ କୁମାର ଦୋରା, ବନରକ୍ଷୀ ସତ୍ୟ ନାରାୟଣ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୩୧/୧୨: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତର ସରପଞ୍ଚ ଅଶୋକ ପ୍ରଧାନ ସରପଞ୍ଚ ପଦରୁ ଶନିବାର ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫାପତ୍ର ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ରଙ୍କୁ ପ୍ରଦାନ କରିଛନ୍ତି।ପ୍ରକାଶ ଯେ, ଅଶୋକ ଜଣେ ଉଚ୍ଚ ଶିକ୍ଷିତ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଯୁବନେତା ଭାବେ ଅଞ୍ଚଳରେ ବହୁତ ଦିନ ଧରି ଲୋକଙ୍କ ସେବା କରି ଆସୁଥିଲେ। ପରେ ସେ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୯/୧୨: ଦାଦନ ମାନଙ୍କୁ କେରଳ ନେବା ପାଇଁ କନ୍ଧମାଳ ରୁ ଗଡ଼ିଲା ଦାଦନ ବସ । ଦଲାଲ କବଜାରେ ଶହ ଶହ ନିରୀହ ଆଦିବାସୀ। ଭଲ ଅର୍ଥ ଉପାର୍ଜନ ନେଇ ପ୍ରଲୋଭନ ର ଶିକାର ହୋଇ ନିରୀହ ଲୋକେ ବର୍ତ୍ତମାନ ଦାଦନ ପାଇଁ କେରଳ ମୁହାଁ ।କନ୍ଧମାଳ ରୁ ଦାଦନ ଶ୍ରମିକ ଦୁର୍ଦଶା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ କାହାର ଆନ୍ତରିକତା ନାହିଁ । ପୁଣି […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୯/୧୨: କନ୍ଧମାଳ ଜିଲ୍ଲାରେ ଅତ୍ୟଧିକ ଥଣ୍ଡା ଯୋଗୁଁ ଗରିବ ଲୋକଙ୍କ ଜନଜୀବନ ଉପରେ ଅଧିକ ପ୍ରଭାବ ପକାଉଥିବା ବେଳେ ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ବାଲିଗୁଡା ଶାଖା ପକ୍ଷରୁ ଟାଉନର ପଣସପଡି ଓ ଦଣ୍ଡପଦର ଠାରେ ଶାନ୍ତି କୁଞ୍ଜ୍ ହରିଦ୍ଵାର ଦ୍ଵାରା ପରିଚାଳିତ ଦେବ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ଚାରିଜଣ ଛାତ୍ରୀ ଶକ୍ତିମୟୀ ,ଆଞ୍ଚଲ ,ନେହା ,ଓ ତିନୁ ଯୁଗ ନିର୍ମାଣ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଗାୟତ୍ରୀ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୭/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ଆଇନଜିବି ପଦ୍ମ ଚରଣ ପଟ୍ଟନାୟକ(୭୩)ଙ୍କ ସୋମବାର ସନ୍ଧ୍ୟାରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି ।ଏନେଇ ବାଲିଗୁଡା ଓକିଲ ସଂଘ ତରଫରୁ ମଙ୍ଗଳବାର ଏକ ଶୋକ ସଭା ସଂଘ ପରିସରରେ ସଭାପତି ଟି. ହରିଶ୍ଚନ୍ଦ୍ର ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପ୍ରଥମେ ସ୍ବର୍ଗତ ପଟ୍ଟନାୟକଙ୍କ ଫୋଟ ଚିତ୍ର Continue Reading




