ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୮/୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ଅସ୍ଥାୟୀ ପୀଠ ରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୮/୫ : କନ୍ଧମାଳ ପୁଲିସକୁ ମାଓଦମନ ଅଭିଯାନରେ ବଡ଼ ସଫଳତା ମିଳିଛି। ଗୁଇନ୍ଦା ସୂଚନା ଆଧାରରେ କନ୍ଧମାଳ-ରାୟଗଡ଼ା ଜିଲ୍ଲା ସୀମାନ୍ତ କୋଟଗଡ଼ ଥାନା ଦୁର୍ଗାପାଙ୍ଗା ପଂଚାୟତର ଡିମିଲିରୁ ଗେଟେଡ଼ା ମାଝୀ ନାମକ ଜଣେ ସକ୍ରିୟ ମାଓବାଦୀକୁ ଗିରଫ କରିବାରେ ସକ୍ଷମ ହୋଇଛି ।ଗିରଫ ପରେ ଗେଟେଡ଼ା ଠାରୁ ପୁଲିସ ମାଓବାଦୀଙ୍କ ଗତିବିଧିଥ ସମ୍ପର୍କିତ ବହୁ ତଥ୍ୟ ହାସଲ କରିଛି । ଗିରଫ ଗେଟେଡ଼ା ବାଘୁନା ଡିଭିଜିନାଲ୍ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୬/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ମଣିପୁର ଗ୍ରାମରେ ଛେଳି ଚରାଇବାକୁ ଯାଇଥିବା ବେଳେ ମୁକୁଳା ଟ୍ରାନ୍ସଫର୍ମରେ ଲାଗି ପେନାପୁସି ଗ୍ରାମର ସମିତି ପ୍ରଧାନ (୩୩)ଙ୍କ ଚାଲିଗଲା ଜୀବନ ।ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ସକାଳେ ଛେଳି ନେଇ ମଣିପୁର ଗ୍ରାମ ଆଡେ ଚରାଇବାକୁ ଯାଇଥିଲେ । ହେଲେ ମଣିପୁର ରେ ଥିବା ପାଚେରୀ ବିହୀନ ଟ୍ରାନ୍ସଫର୍ମରେ ଲାଗି ସମିତି ଙ୍କ ଜୀବନ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୪/୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ଏହି ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ଆଜି ଅଷ୍ଟମ ଦିନରେ ପହଞ୍ଚି ଥିବା ବେଳେ ମଙ୍ଗଳବାର ପଞ୍ଚମ ନଗର […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା , ୧୩/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତର ୫୪ ତମ ଜୟନ୍ତୀ ସମାରୋହ ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦେହ ତ୍ୟାଗ କରିଥିବା ମନିଷୀ ମାନଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।ପରେ ପରେ ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସମାରୋହ ରେ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା , ୧୨/୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଉଠିଛି ।ଏହି ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ରବିବାର ଷଷ୍ଠ ଦିନରେ ପହଞ୍ଚି ଥିବା ବେଳେ ରବିବାର ତୃତୀୟ ନଗର ଭ୍ରମଣ ଆରମ୍ଭ ହୋଇଛି ।ଏହା ଜୁନ ୫ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୦/୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଞ୍ଚଳରେ ୨୦୨୩ ମସିହାରେ ଏକ ଡକାୟତି ଗ୍ୟାଙ୍ଗ ମନୋଜ ଦଣ୍ଡିଆ ଙ୍କ ଘର ଭିତରେ ପଶି ସୁନା ,ରୂପା ଅଳଙ୍କାର ସହ ଟଙ୍କା ଲୁଟି ନେଇଥିଲେ । ଏହି ଘଟଣାର ଶୁଣାଣୀ ଶୁକ୍ରବାର ମାନ୍ୟବର ସହକାରୀ ଦୌରାଜଜ ଙ୍କ ଅଦାଲତରେ ରାୟ ପ୍ରକାଶ କରି ଘଟଣା ରେ ସଂଶ୍ଲିଷ୍ଟ ଥିବା ୮ ଜଣଙ୍କୁ ୭ ବର୍ଷ କାରାଦଣ୍ଡ ସହ ୧୫ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୪/୫: ପହଲଗାମରେ ହିନ୍ଦୁ ପର୍ଯ୍ୟଟକଙ୍କୁ ଆତଙ୍କୀବାଦଙ୍କ ଗୁଳିକରୀ ହତ୍ୟା କରାଯିବା ପ୍ରତିବାଦରେ ରବିବାର ଦାରିଙ୍ଗବାଡିରେ ଦୋକାନବଜାର ବନ୍ଦ କରିଦିଆଯାଇଛି।ଏଥି ସହ ରବିବାର ସପ୍ତାହିକ ହାଟ ରହିଥିବା ବେଳେ ଆନ୍ଦୋଳନକାରୀ ମାନେ ହାଟକୁ ମଧ୍ୟ ବନ୍ଦ କରାଇଥିଲେ।ଫଳରେ ହାଟ ବ୍ୟବସାୟୀ କରିବାକୁ ଆସିଥିବା ବ୍ୟବସାୟୀ ମାନେ ଦୂର ଦୁରାନ୍ତରୁ ଆସି ବ୍ୟବସାୟ ନକରିପାରି ନିରାଶରେ ଫେରିଛନ୍ତି।ସେହିପରି ହାଟକୁ ନିଜ ଅମଳ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୪/୫ : ଫଟୋ ସ୍ମୃତିଚାରଣର ପ୍ରତିଚ୍ଛବି । ଭାବାବେଗ, ସୃଜନଶୀଳତା ଏବଂ ନୂତନ କଳ୍ପନାର ପ୍ରତୀକ । ଏହି ବାର୍ତ୍ତାକୁ ବାଣ୍ଟିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ‘ବିଶ୍ୱ ପ୍ରେସ ଦିବସ’ ଅବସରରେ ଆୟୋଜିତ ହୋଇଯାଇଛି ଦୁଇଦିନିଆ ରାଜ୍ୟ ସ୍ତରୀୟ ଫଟୋ ପ୍ରଦର୍ଶନୀ – ୨୦୨୫।ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ଏହି ଫଟୋ ପ୍ରଦର୍ଶନୀକୁ ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୩/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଯାତ୍ରା ପାଇଁ ମଙ୍ଗଳବାର ରାତିରେ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ନିକଟରେ ଶୁଭଖୁଣ୍ଟି ସ୍ଥାପିତ ହୋଇଛି ।ମା’ଙ୍କ ମୁଖ୍ୟମନ୍ଦିରରୁ ଶୁଭଖୁଣ୍ଟିକୁ ପୂଜାର୍ଜନା କରାଯାଇ ଅଣାଯିବା ପରେ ଆଧ୍ୟାତ୍ମିକମୟ ପରିବେଶ ମଧ୍ୟରେ ଓ ବିଶାଳ ପଟୁଆରରେ ଅସ୍ଥାୟୀ ମଣ୍ଡପ ନିକଟରେ Continue Reading




