Home Posts tagged BALIANTA MURDER CASE
Odisha News
ଭୁବନେଶ୍ୱର, ୧୧/୫ : ବାଲିଅନ୍ତା ସୌମରଞ୍ଜନ ସ୍ୱାଇଁ ହତ୍ୟା ଘଟଣା । ମାମଲାରେ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ୨ୟ ଦିନରେ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳକୁ ଯାଇ ପ୍ରତ୍ୟକ୍ଷଦର୍ଶୀ ଓମୃତ ସୌମ୍ୟଙ୍କ ପରିବାର ଲୋକ, ସାଙ୍ଗଙ୍କ ବୟାନ ରେକର୍ଡ କରାଯାଇଛି । ଏହିକ୍ରମରେ ପ୍ରତିକ୍ରିୟା ରଖିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ।ସେ କହିଛନ୍ତି ଯେ, ବାଲିଅନ୍ତା ବର୍ବରତା ଘଟଣାରେ ଦୁଇଟି ମାମଲା ରୁଜୁ କରାଯାଇଛି । କିଛି ସାକ୍ଷୀଙ୍କ ବୟାନ Continue Reading
Odisha News
ଭୁବନେଶ୍ୱର, ୧୦/୫ : ବାଲିଅନ୍ତା ଭିଡ ସୌମ୍ୟରଂଜନଙ୍କୁ ପିଟି ପିଟି ହତ୍ୟା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। IICଙ୍କୁ ବଦଳି କରାଯାଇଥିବା ବେଳେ ୪ ପୋଲିସ ଅଧିକାରୀକୁ ସସ୍‌ପେଣ୍ଡ୍ କରିଦିଆଯାଇଛି। ଏହି ଘଟଣାରେ ଜଣେ SI, ଜଣେ ASI, ଜଣେ OAPF ସସ୍‌ପେଣ୍ଡ୍ ହୋଇଛନ୍ତି। ଜଣେ କନଷ୍ଟେବଲ ସସ୍‌ପେଣ୍ଡ୍‌, ୨ ହୋମଗାର୍ଡ ମଧ୍ୟ କାର୍ଯ୍ୟରୁ ବିଦା କରାହୋଇଛି।ସରକାର ଏହି ଘଟଣାରେ ବାଲିଅନ୍ତା ଆଇଆଇସି ଅନୀଲ ପରିଡ଼ା ୟୁପିଡି ଭୁବନେଶ୍ୱର ମୁଖ୍ୟାଳୟକୁ ବଦଳି Continue Reading