ଭୁବନେଶ୍ୱର, ୧୫/୧୧: ଆଉ ଗୋଟିଏ ଦିନ ବଢ଼ିଲା ବାଲି ଯାତ୍ରା ଅବଧି । ୧୬ରେ ସରିବା ବଦଳରେ ୧୭ଯାଏଁ ଚାଲିବ କଟକ ବାଲି ଯାତ୍ରା । ଏନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । କରୋନା ମହାମାରୀ ପାଇଁ ୨ବର୍ଷ ପରେ ବାଲି ଯାତ୍ରା ଅନୁଷ୍ଟିତ ହୋଇଥିବାରୁ ଲୋକଙ୍କ ଭିତରେ ଉତ୍ସାହ ପ୍ରବଳ ରହିଛି । ପ୍ରତିଦିନ ଜନସମୁଦ୍ର ପାଲଟୁଥିବା କଟକ ମହାନଦୀ ପଠାରେ ଐତିହାସିକ ବାଲିଯାତ୍ରା ।ଜମୁଛି ବିକ୍ରିବଟା ଓ ଖାଦ୍ୟପେୟର ଆସର । ବାଲିଯାତ୍ରା […]Continue Reading