ବାଲେଶ୍ୱର , ୯/୭ : ସାଙ୍ଗକୁ ବଞ୍ଚାଇବାକୁ ଯାଇ ଚାଲିଗଲା ସାଙ୍ଗର ଜୀବନ। ଦୁଇ ସାଙ୍ଗଙ୍କ ଉପରେ ମାଡ଼ିଗଲା ଟ୍ରେନ। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଏହି ଦୁର୍ଘଟଣାରେ ଘଟିଛି। ମୃତକ ହେଲେ ବରିପଦା ଗାଁର ହେମନ୍ତ ସାହୁ ଓ ଆରୁହାବାଡ଼ ଗାଁର ରାକେଶ ପାଢ଼ୀ।ଗତକାଲି ରାତିରେ ଦୁଇ ସାଙ୍ଗ କୌଣସି କାମ ପାଇଁ ଦାଣ୍ଡହରିପୁର ଫାଟକ ନିକଟକୁ ବାଇକରେ ଆସିଥିଲେ।। ଗେଟ୍ ପଡ଼ିଥିବା ସତ୍ତ୍ୱେ ଟ୍ରେନ୍ ଆଗକୁ ପଳାଇ ଆସିଥିଲେ […]Continue Reading
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର,୫/୭ : ଗୁରୁବାର ସକାଳ ୧୦.୩୦ ମିନିଟ ସମୟ ରେ ନବନିର୍ବାଚିତ ଯୁବ ବିଧାୟକ ଶ୍ରୀ ମାନସ ଦତ୍ତ ଙ୍କ ପୁରୁଣା ଷ୍ଟାଡିୟମ୍ ନିକଟ ଅଫିସ ରେ ମିଶନ ଶକ୍ତି ବିଏଲଫ ପୌରପାଳିକା ର ସଭାପତି ସ୍ୱାତୀ ପ୍ରଭା ଦାଶ ଓ ସମ୍ପାଦିକା ନମିତାରାଣି ବାରିକ ଙ୍କ ନେତୃତ୍ୱ ରେ ପୋରପାଳିକା ବିଏଲେଫ୍ ର ସମସ୍ତ ଇସି ମେମ୍ବର ମାନେ ବିଧାୟକ ଶ୍ରୀ ଦତ୍ତ ଙ୍କୁ ପୁଷ୍ପଗୁଚ୍ଛ ଓ ଏକ ବୃକ୍ଷ ଚାରା ଦେଇ […]Continue Reading
ବାଲେଶ୍ଵର, ୨୮/୬: ଚାନ୍ଦିପୁର ଥାନା ପଦ୍ମପୁରସ୍ଥିତ ବାଞ୍ଛାନିଧି ଇଂରାଜୀ ମିଡିୟମ ଘରୋଇ ସ୍କୁଲର ଜଣେ ଅନ୍ତେବାସୀ ଉପରେ ପକ୍କା ପାଣିଟାଙ୍କି ପଡ଼ିବା ଫଳରେ ତାର ମୃତ୍ୟୁ ହୋଇଯାଇଛି।ମୃତ ଅନ୍ତେବାସୀ ହେଲେ ନାରାୟଣ ଟୁଡୁ(୧୦)। ଖୋର୍ଦ୍ଧା ଜିଲ୍ଲା ଅଧୀନ ବାରଙ୍ଗ ଅଞ୍ଚଳର ବାଗରାଇ ଟୁଡୁଙ୍କ ପୁତ୍ର ନାରାୟଣ ଚତୁର୍ଥ ଶ୍ରେଣୀରେ ପଢୁଥିଲେ।ସକାଳେ ଜଳଖିଆ ଖାଇ ସେ ହାତ ଧୋଇବାକୁ ଅନ୍ୟ ଅନ୍ତେବାସୀଙ୍କ ସହ ଯାଇଥିଲେ। ହାତ ଧୋଇବା ସମୟରେ ହଠାତ୍ ସିମେଣ୍ଟ ତିଆରି Continue Reading
ବାଲେଶ୍ୱର, ୨୭/୬: ପାରିବାରିକ କଳହର କରୁଣ ପରିଣତିର ସଦ୍ୟତମ ଉଦାହରଣ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଉତ୍ତରପଡା ଗ୍ରାମରେ ଦେଖିବାକୁ ମିଳିଛି। ପାରିବାରିକ କଳହ ଯୋଗୁ ଜଣେ ଯୁବକ ବିଷ ପିଇବା ସହ ଧାରୁଆ ଅସ୍ତ୍ରରେ ନିଜ ବେକ କାଟି ଦେଇଛନ୍ତି।ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ଅଧିକ ଚିକିତ୍ସା ପାଇଁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।ସୁଚନା ଅନୁଯାୟୀ Continue Reading
ବାଲେଶ୍ୱର, ୨୩/୬ : ଗୋଷ୍ଠୀ ସଂଘର୍ଷକୁ ନେଇ ବାଲେଶ୍ୱର ସହରରେ ଲାଗିଥିବା କର୍ଫ୍ୟୁ କୋହଳ ହୋଇଛି। ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ରହିବ।ସେହିପରି ଟାଉନ ଥାନା ଅଞ୍ଚଳରେ ସକାଳ ୫ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କୋହଳ ରହିବ କର୍ଫ୍ୟୁ। ଆସନ୍ତାକାଲି ପୌରାଞ୍ଚଳରେ ସମସ୍ତ ସ୍କୁଲ କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ। ଅନ୍ୟପଟେ ଲାଣ୍ଡ ଲାଇନ୍ ଓ ବ୍ରଡବ୍ୟାଣ୍ଡରେ ସେବା ମିଳୁଥିବା ବେଳେ ଆସନ୍ତାକାଲି ଠାରୁ Continue Reading
ବାଲେଶ୍ବର,୨୩/୬ : ବାଲେଶ୍ବର ଜିଲ୍ଲା ରୂପସା ନିକଟରେ ୬୦ ନଂ ଜାତୀୟ ରାଜପଥରେ ଏକ କଣ୍ଟେନରକୁ ୧୦୮ ଆମ୍ବୁଲାନ୍ସ ପଛପଟୁ ଧକ୍କା ଦେଇ ଜଳିଯାଇଥିବାର ଖବର ମିଳିଛି। ଏହି ଦୁର୍ଘଟଣା ଫଳରେ ରୋଗୀ ସମେତ ୪ ଗୁରୁତର ହୋଇଥିବା ଜଣାଯାଇଛି। ଗୁରୁତରମାନଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।୧୦୮ ଆମ୍ବୁଲାନ୍ସ ବସ୍ତା ଡ଼ାକ୍ତରଖାନାରୁ ରୋଗୀ ନେଇ ବାଲେଶ୍ବର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସର Continue Reading
ବାଲେଶ୍ବର, ୨୨/୬: ବାଲେଶ୍ବର ସହରରେ ଆଜି ସକାଳୁ ଜନଜୀବନ ସ୍ବାଭାବିକ ହୋଇଛି। ସକାଳେ ଦୋକାନବଜାର ଖୋଲିଛି। ହାଟବଜାରରେ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଛି। ସକାଳ ୫ରୁ ଦିନ ୨ଟା ଯାଏ କର୍ଫ୍ୟୁ କଟକଣା ଆଂଶିକ କୋହଳ ହୋଇଥିବା ହେତୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହାସହିତ ବ୍ରଡ୍ବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଚାଲୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ମୋବାଇଲ ଇଣ୍ଟରନେଟ୍ ଉପରେ ପୂର୍ବ ପରି କଟକଣା ଜାରି ରହିବ ବୋଲି ପ୍ରଶାସନ ସୂତ୍ରରୁ Continue Reading
ବାଲେଶ୍ୱର, ୧୭/୬ : ପୁଲିସ୍ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପରସ୍ପରକୁ ଢେଲା ପଥର ମାଡ଼ କରିଛନ୍ତି। ଏଥିରେ ୪ରୁ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି।ଆଜି ମଧ୍ୟାହ୍ନରେ ଏପରି ଘଟଣା ବାଲେଶ୍ୱର ଟାଉନ୍ରେ ଘଟିଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଟାଉନ ଥାନା ପୀର ବଜାରରୁ ପାତ୍ରପଡ଼ା ମଧ୍ୟରେ ୧୪୪ ଲାଗୁ କରାଯାଇଛି। ୫ ଜଣରୁ ଅଧିକ ଏକତ୍ର ନହେବା ପାଇଁ ଅପିଲ୍ କରାଯାଇଛି।ଟାଉନ ଥାନା ଅଞ୍ଚଳର ଭୁଜାଖିଆ ପିର-ଚାନ୍ଦିପୁର Continue Reading
ବାଲେଶ୍ୱର, ୬/୬ ଆଜି ସାବିତ୍ରୀ ବ୍ରତ। ସେଥିପାଇଁ ଝିଅ ଘରକୁ ଭାର ଦେବାକୁ ଯାଇଥିଲେ। ହେଲେ ଫେରିଲା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନନ୍ତପୁର ପଞ୍ଚାୟତ ବାଲିଛନ୍ଦା ଘାଟ ନିକଟରେ ଘଟିଛି ଏହି ଦୁର୍ଘଟଣା।ମୃତକଙ୍କ ନାଁ ସୁନୀଲ ବାରିକ। ତାଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ଗାଁରେ। ଆଜି ସେ ଖଇରାରେ ରହୁଥିବା ତାଙ୍କ ଝିଅ ଘରେ ସାବିତ୍ରୀ ଭାର ଦେଇ ବାଇକ୍ରେ ଫେରୁଥିବା ବେଳେ କୌଣସି ଏକ […]Continue Reading
ବାଲେଶ୍ୱର, ୫/୬ : ଭାରସାମ୍ୟ ହରାଇ ଦୋକାନ ଉପରକୁ ମାଡିଗଲା ଡମ୍ଫର। ଦୁର୍ଘଟଣାରେ ଦମ୍ପତିଙ୍କର ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଅନ୍ତର୍ଗତ ଆମ୍ବଳିଅଠା ଛକ ନିକଟରେ ଦୁର୍ଘଟଣା ଘଟିଛି। ମୃତ ଦମ୍ପତି ହେଲେ କାସିଡିହା ଗ୍ରାମର ସୁଧୀର ଜେନା ଓ ଗୀତାରାଣୀ ଜେନା।ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରୁ ଡମ୍ଫରଟି ଚିପ୍ସ ନେଇ ନେଇ ଆସୁଥିଲା। ଆମ୍ବଳିଅଠା ଛକ ନିକଟରେ ଭାରସାମ୍ୟ ହରାଇ ଡମ୍ଫରଟି ଦୋକାନ ଉପରେ ମାଡ଼ି ଯାଇଥିଲା। ଏହି Continue Reading




