• New Vocational Training Center (VTC) launched at Turumunga • To provide free of cost training facilities to locals By Swagatika Mohanty Balasore Nov.5: In a significant step towards empowering women and youth in rural areas, TP Northern Odisha Distribution Limited (TPNODL) has launched its 5th Vocational Training Center at Turumunga in the Patana block […]Continue Reading
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର, ୪/୧୨: ମହିଳା ଓ ଯୁବ ବର୍ଗଙ୍କୁ ଆତ୍ମନିର୍ଭର ଓ ସ୍ଵାବଲମ୍ବୀ କରିବା ପାଇଁ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଜରିଆରେ ସେମାନଙ୍କୁ ପ୍ରଶିକ୍ଷଣ ଦେବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରୁଛି।ଏହି ପରିପ୍ରେକ୍ଷୀରେ ଟିପିଏନଓଡିଏଲ ପକ୍ଷରୁ କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଅନ୍ତର୍ଗତ Continue Reading
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୨୪/୧୧: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ୨୦୨୪ ନଭେମ୍ବର ୧୧ରୁ ୧୪ ପର୍ଯ୍ୟନ୍ତ ଶ୍ରୀଲଙ୍କାର କଲମ୍ବୋଠାରେ ଅନୁଷ୍ଠିତ ୪୯ତମ କ୍ୱାଲିଟି କଣ୍ଟ୍ରୋଲ ସର୍କଲ୍ ଅନ୍ତର୍ଜାତୀୟ ସମ୍ମିଳନୀ (ଆଇସିକ୍ୟୁସିସି-୨୦୨୪)ରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ପ୍ରତିଯୋଗିତାରେ ୧୪ଟି ଦେଶର ୧୦୮୩ଟି ଦଳ ଅଂଶଗ୍ରହଣ କରି ବିଶ୍ୱର ବିଭିନ୍ନ Continue Reading
ବାଲେଶ୍ୱର,୧୮/୧୧ : ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ୍। ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ୫୦ରୁ ଅଧିକ ଯାତ୍ରୀ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ମୃତାହତ କେହି ହୋଇନାହାନ୍ତି।ଆଜି ସକାଳେ ବସଟି ଯାତ୍ରୀମାନଙ୍କୁ ନେଇ କୋଲକାତାରୁ ସୋର ଅଭିମୁଖେ ଆସୁଥିଲା। ଏହି ସମୟରେ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ବସଟି ଭାରସାମ୍ୟ ହରାଇ Continue Reading
ବାଲେଶ୍ୱର, ୧୪/୧୧ : ବୃଦ୍ଧାଙ୍କୁ ଝୁଣି ମାରିଦେଲା ପାଗଳ କୁକୁର। ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଜୟନାରାୟଣପୁର ପଞ୍ଚାୟତ ନାରାୟଣପୁର ଗାଁର ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବୃଦ୍ଧା ଜଣଙ୍କ ହେଲେ ଗାଁର ବାସନ୍ତି ସାହୁ ।ଆଜି ସକାଳେ ବାସନ୍ତି ଘର ବାହାରେ ବସିଥିବା ବେଳେ ଏକ ପାଗଳ କୁକୁର ଆସି ତାଙ୍କୁ ଆକ୍ରମଣ କରିଥିଲା। ବୃଦ୍ଧାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ବୃଦ୍ଧାଙ୍କ ଚିତ୍କାର ଶୁଣି ପରିବାର ଲୋକେ […]Continue Reading
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର,୧୪/୧୧ : କେନ୍ଦୁଝର ଜିଲ୍ଲା ସାହାରପଡା ଓ ଯାଜପୁରର ମଇଣ୍ଡା ଅଞ୍ଚଳବାସୀଙ୍କ ସମସ୍ୟା ଦୂର ହୋଇଛି। ବନ୍ୟା ପରିସ୍ଥିତିରେ ବିଜୁଳି ସେବା ନେଇ ଉପୁଜୁଥିବା ସମସ୍ୟାର ସ୍ଥାୟୀ ପ୍ରତିକାର ଟିପିଏନଓଡ଼ିଏଲ କରିଛି।ସୂଚନା ମୁତାବକ କେନ୍ଦୁଝର ଜିଲ୍ଲାର ସାହାରପଡା ଓ ଯାଜପୁର ମଇଣ୍ଡା ୧୧ କେଭି ଫିଡରକୁ ସଂଯୋଗ କରୁଥିବା ଏଚଟି ତାର ଦୁଇ ପାର୍ଶ୍ଵରେ ନଦୀ ଉପର ଦେଇ ସଂଚାରଣ କରୁଥିବାବେଳେ ବନ୍ୟା ପରିସ୍ଥିତିରେ ବିଦ୍ୟୁତ ସେବା ବ୍ୟାପକ Continue Reading
ବାଲେଶ୍ୱର, ୯/୧୧ : ବିଜେଡି କାଉନ୍ସିଲରଙ୍କ ଘରୁ ଶିଶୁ ପୁତ୍ର ଉଦ୍ଧାର। ବେଆଇନ୍ ଭାବେ ନିଜ ଘରେ ୪ ମାସର ଶିଶୁପୁତ୍ରକୁ ରଖିଥିଲେ। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ରେମୁଣା ଏନ୍ଏସିରୁ ଆସିଛି। CWC ଅଧିକାରୀ ଓ ପୁଲିସ୍ ବିଜେଡି କାଉନ୍ସିଲରଙ୍କ ଘରେ ଚଢ଼ଉ କରି ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି।ରେମୁଣା ଏନ୍ଏସି ୧୧ ନମ୍ୱର ୱାର୍ଡର ବିଜେଡି କାଉନ୍ସିଲର ହେଉଛନ୍ତି ପାନମଣୀ ମୁର୍ମୁ। ତାଙ୍କ ଘରେ ତାଙ୍କ ତୁଳସୀ ରହୁଛନ୍ତି। ଅଭିଯୋଗ ଅନୁସାରେ ସିଏ ତାଙ୍କ Continue Reading
ବାଲେଶ୍ୱର, ୨୯/୧୦ : ପୋଲ ତଳକୁ ଖସି ପଡ଼ିଲା ବାଇକ୍। ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ନଦୀଗାଁ ପଞ୍ଚାୟତ ପିତାକାଳିଆ ନିକଟରେ। ମୃତକଙ୍କ ନାଁ ରବୀନ୍ଦ୍ର ସାହୁ। ଆହତଙ୍କ ନାଁ ରବୀନ୍ଦ୍ର ମଣ୍ଡଳ। ଉଭୟ ନଦୀଗାଁ ପଞ୍ଚାୟତ କାନପୁର ଗାଁର।ଦୁଇ ରବୀନ୍ଦ୍ର ଆଜି ଗୋଟିଏ ବାଇକରେ ତୁଡ଼ିଗଡ଼ିଆ ବଜାରରୁ ସେମାନଙ୍କ ଗାଁ କାନପୁରକୁ ଫେରୁଥିଲେ। ପିତାକାଳିଆ ନିକଟରେ ରାସ୍ତା ଖରାପ […]Continue Reading
ସୁୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ବର, ୨୮/୧୦ : ବାତ୍ୟା ‘ଦାନା’ରେ ଗୁରୁତର ପ୍ରଭାବିତ ହୋଇଛି ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାର ବିଦ୍ୟୁତ ସେବା । ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍(ଟିପିଏନଓଡଏଲ) ପକ୍ଷରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବାବେଳେ ପ୍ରାୟ ୯୮ପ୍ରତିଶତ ଅଞ୍ଚଳକୁ ଏଯାବତ ବିଦ୍ୟୁତ ସଂଯୋଗ ହୋଇ ସାରିଛି।ସ୍ଥିତି ସ୍ଵାଭାବିକ କରିବା ପାଇଁ କର୍ମଚାରୀମାନେ ଆହୋରାତ୍ର କାର୍ଯ୍ୟରତ ଥିଲେ ହେଁ Continue Reading
ଜଳେଶ୍ୱର, ୨୫/୧୦ : ଗାଧୋଇବାକୁ ଯାଇ ସୁବର୍ଣ୍ଣରେଖା ନଦୀରେ ଭାସି ଗଲେ ଜଣେ ଦଶମ ଶ୍ରେଣୀର ଛାତ୍ର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗଡ଼ସାହି ବାଲିଆପାଳ ପଂଚାୟତର ଜଣେ ଦଶମ ଶ୍ରେଣୀ ଛାତ୍ର ଗତକାଲି ଠାରୁ ନଦୀରେ ବୁଡ଼ି ନିଖୋଜ ଅଛନ୍ତି । ନିଖୋଜ ଛାତ୍ର ଜଣକ ହେଲେ ଗଡ଼ସାହି ବାଲିଆପାଳ ଗାଁର ମନୋରଞ୍ଜନ ଦାସଙ୍କ ୧୫ବର୍ଷର ପୁଅ ସାହିଲ ଦାସ ।ଗତକାଲି ଅପରାହ୍ନ ୧ଟା ୩୦ ମିନିଟ ସମୟରେ ଗଡ଼ସାହି ବାଲିଆପାଳ ଗାଁ […]Continue Reading




