Home Posts tagged Balasore (Page 16)
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୭/୧୦: ଦୁର୍ଗତିନାସିନି ମା ଦୁର୍ଗା ଙ୍କର ପୂଜା ଉପଲକ୍ଷେ ଗେଙ୍ଗୁଟି ପଞ୍ଚାୟତ ର କେନ୍ଦ୍ର ସ୍ଥଳ ସାଉଁ ଛକ ଠାରେ ବିରାଟ ରାବଣ ପୋଡି ଉତ୍ସବ ପାଳିତ ହୋଇଯାଇଛି ।ଏହି ଉତ୍ସବ ରେ ଗେଙ୍ଗୁଟି ସରପଞ୍ଚ ମଞ୍ଜୁଲତା ଆଚାର୍ଯ୍ୟ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ବାଲେଶ୍ୱର ଜିଲ୍ଲାପରିଷଦ ଅଧ୍ୟକ୍ଷ ତଥା ଜନପ୍ରିୟ ଯୁବ ନେତା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା, ପାଖ ପଂଚାୟତ […]Continue Reading
Odisha News
ବାଲେଶ୍ୱର,୮/୯: ଦଶମ ଶ୍ରେଣୀ ଛାତ୍ରଙ୍କ ଚରମ ନିଷ୍ପତି । ଟ୍ରେନ୍ ଆଗକୁ ନେଇ ଜୀବନ ହାରିଲେ ବାଲେଶ୍ୱର ଜିଲ୍ଲା ଭୋଇସାହି ସ୍ଥିତ ସିଦ୍ଧିବିନାୟକ ପବ୍ଲିକ୍ ସ୍କୁଲ୍ର ଦଶମ ଶ୍ରେଣୀ ଛାତ୍ର ସୁରଜ ଗୁପ୍ତା । ସ୍କୁଲ୍ ପ୍ରିନ୍ସପାଲ୍ କହୁଛନ୍ତି ପ୍ରେମ ପାଇଁ ଆତ୍ମହତ୍ୟା କରିଛି ଛାତ୍ର ଜଣକ, କିନ୍ତୁ ପରିବାର ଲୋକେ ଅଭିଯୋଗ କରିଛନ୍ତି ପୁଅର ମୁତ୍ୟୁ ପାଇଁ ସ୍କୁଲ୍ କର୍ତ୍ତୃପକ୍ଷ ଓ ଅନ୍ୟ ଜଣେ ଛାତ୍ର ଦାୟି ।କିନ୍ତୁ କେଉଁ ପରିସ୍ଥିତିରେ ସୁରଜ ଟ୍ରେନ୍ ଆଗକୁ […]Continue Reading
Odisha News
ବାଲେଶ୍ବର,୨/୮: ମୃତ୍ୟୁକାଳୀନ ସହାୟତାର ରାଶି ବାବଦକୁ ରିପୋର୍ଟ ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ରାଜସ୍ୱ ନିରୀକ୍ଷକ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଅଭିଯୁକ୍ତ ଆରଆଇ ହେଲେ ଡଲି ସେଠୀ।ସୂଚନା ଅନୁସାରେ ବଇଞ୍ଚା ଆର୍ଆଇ ଡଲି ସେଠୀ ମୃତ୍ୟୁକାଳୀନ ସହାୟତାର ରାଶି ବାବଦକୁ ରିପୋର୍ଟ ଦେବା ପାଇଁ ୩୦ ହଜାର ଟଙ୍କା ନେଇଥାନ୍ତେ।ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ Continue Reading
Odisha News
ସୋର, ୨୭/୭: ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ ଛାତ୍ର ଗୁରୁତର ହୋଇଛନ୍ତି। ସେମାନଙ୍କୁ ବିଦ୍ୟୁତ୍ ଆଘାତରୁ ମୁକୁଳାଇବାକୁ ଯାଇ ସ୍କୁଲର ପ୍ରଧାନଶିକ୍ଷକ ମଧ୍ୟ ଗୁରୁତର ହୋଇଛନ୍ତି।ଏପରି ଅଘଟଣ ଆଜି ବାଲେଶ୍ୱର ଜିଲ୍ଲା ତେଲିଆଗଞ୍ଜ ପ୍ରାଥମିକ ବିଦ୍ୟାଳୟରେ ଘଟିଛି। ୩ ଗୁରୁତର ଏବେ ବାଲେଶ୍ୱର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।ସୂଚନା ଅନୁଯାୟୀ, ତେଲିଆଗଞ୍ଜ ପ୍ରାଥମିକ ବିଦ୍ୟାଳୟରେ ଆଜି ସ୍ୱାଭାବିକ ଭାବେ କ୍ଲାସ ଚାଲୁଥିଲା। Continue Reading
Odisha News
ଜଳେଶ୍ୱର,୨୬/୭: ଲିଫ୍ଟ ମାଗିବା ବାହାନାରେ ଦିନ ଦ୍ୱିପ୍ରହରରେ ରାସ୍ତାରେ ଯାଉଥିବା ଜଣେ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଦେଇଛନ୍ତି ୫ ଲୁଟେରା। ବ୍ୟବସାୟୀଜଣକ ରାସ୍ତାରେ ପଡ଼ି ଛଟପଟ ହେଉଥିବା ବେଳେ ତାଙ୍କ ଡିଜିରେ ଥିବା ୧ ଲକ୍ଷ ୭୦ ହଜାର ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି ଦୁର୍ବୃତ୍ତମାନେ।ପ୍ରାୟ ୫ ମିନିଟ ମଧ୍ୟରେ ଏତେ ସବୁ କାଣ୍ଡ ଘଟିଥିବା ବେଳେ ଲୋକେ କିଛି ବୁଝିବା ଆମରୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ସମସ୍ତ ଦୁର୍ବୃତ୍ତ ।ଏପରି ଅଭାବନୀୟ ଘଟଣା ଆଜି Continue Reading
Odisha News
ସୋର ୨୪/୭ : ବୀଭତ୍ସ ଘଟଣା । ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲେ ଯୁବକ । ଶୌଚାଳୟ ଭିତରେ କିରୋସିନି ଢାଳି ମାରିଦେଇଛି ଯୁବକ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାରିଙ୍ଗିଆରେ ଗାଁରେ ଘଟିଛି ଏଭଳି ଅମାନୁଷିକ କାଣ୍ଡ ।ଖବର ଅନୁଯାୟୀ, ରବିବାର ସକାଳ ସମୟରେ ବାରିଙ୍ଗିଆ ଗାଁର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଶୌଚାଳୟ ଭିତରେ ଜୀଅନ୍ତ ପୋଡି ମାରିଦେଇଛି ଜଣେ ଯୁବକ ।ମୃତ ଛାତ୍ରୀଙ୍କ ନିକଟରେ ପଡିଛି କଟା ଚୁଟି, ଲାଇଟର ଓ […]Continue Reading
Odisha News
ସୋର୧୪/୭: ପେଟ୍ରୋଲ ପମ୍ପରେ ଯୁବକଙ୍କ ଉନ୍ମତ୍ତକାଣ୍ଡ। ତେଲ ପକାଇବାକୁ ଆସି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଦହିସଡା ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ। ଆହତ ୨ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଗତକାଲି ରାତିରେ ୨ଜଣ ଯୁବକ ଦହିସଡା ନିକଟରେ ଥିବା ଏକ ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଆସିଥିଲେ। କୌଣସି କଥାକୁ ନେଇ Continue Reading
Odisha News
ବାଲେଶ୍ବର, ୧୦/୭: ବ୍ରିଜ୍ ଉପରୁ ହାତ ଗୋଡ ବନ୍ଧା ଅବସ୍ଥାରେ ଯୁବକ ଉଦ୍ଧାର। ଜଳେଶ୍ୱର ପୋଲିସ ଯୁବକଙ୍କୁ ଉଦ୍ଧାର କରିବା ପରେ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ପହଞ୍ଚାଇଛି।ବାଲେଶ୍ଵର ଜଳେଶ୍ୱର ଥାନା ୬୦ନଂ ଜାତୀୟ ରାଜପଥ ଶାନ୍ତିଆ ବ୍ରିଜ ଉପରେ ହାତ ଗୋଡ ବନ୍ଧା ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ପ୍ରଥମେ ଯୁବକଙ୍କୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।ଖବର ପାଇ ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ Continue Reading
Odisha News
ଜଳେଶ୍ୱର,୧/୭: କନ୍‌ଷ୍ଟେବଳଙ୍କୁ ଭୁଜାଲିରେ ଆକ୍ରମଣ କରି ଚମ୍ପଟ ମାରିଲେ ଗୋରୁ ଚାଲାଣ କରୁଥିବା ଦଲାଲ ଓ ଗାଡ଼ି ଚାଳକ। ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି।ହେଲେ ଏପର୍ଯ୍ୟନ୍ତ ଆକ୍ରମଣ କରିଥିବା ଦଲାଲ ଓ ଗାଡ଼ି ଚାଳକକୁ ପୁଲିସ୍ ଧରି ପାରିନାହିଁ। ପୁଲିସର କୋହଳ ମନୋଭାବ ଓ ଢ଼ିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ୬୦ ନମ୍ୱର ରାଜପଥରେ ଏପରି ଘଟୁଥିବା ଆଲୋଚନା ହେଉଛି।ଗୁରୁବାର ବିଳମ୍ୱିତ ରାତିରେ ଏକ ଟାଟା ଏସିରେ ବେଆଇନ୍ ଭାବେ ଗୋରୁ ଚାଲାଣ ହେଉଥିଲା। ଏ […]Continue Reading