ବାଲେଶ୍ବର ୨୫/୬: ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମ୍ରୁ ଲୁଟ୍ । ବାଲେଶ୍ବର ସଦର ଥାନା ହଳଦୀପଦା ପଦ୍ମପୁର ବଜାରରେ ଥିବା ଏଟିଏମ୍ରୁ ଲୁଟ୍ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସୂଚନାଯୋଗ୍ୟ ଯେ, ବାଲେଶ୍ବର ସଦର ଥାନା ହଳଦୀପଦା ପଦ୍ମପୁର ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମ୍ରୁ ଲୁଟ୍ ହୋଇଛି ।ଗ୍ୟାସ୍ କଟରରେ କାଟି ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ତେବେ ଏଟିଏମ୍ରୁ କେତେ ଟଙ୍କା ଲୁଟ୍ ହୋଇଛି […]Continue Reading
ଜଳେଶ୍ୱର, ୨୪/୬: ଭିଜିଲାନ୍ସ ପଞ୍ଝାରେ ପଡ଼ିଲେ ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଜଳେଶ୍ୱରସ୍ଥିତ ଏଫସିଆଇର ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ ଜନାର୍ଦ୍ଦନ ପଳେଇଙ୍କ ଘରେ ରେଡ ହୋଇଛି।ଜନାର୍ଦ୍ଦନ ପଳେଇଙ୍କ ଜଳେଶ୍ୱରସ୍ଥିତ ବାସଭବନ, ନୂଆବଜାରସ୍ଥିତ କାର୍ଯ୍ୟାଳୟ, ନୂଆବଜାରସ୍ଥିତ ଚନ୍ଦନ ଢାବା, ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ପୈତୃକ ବାସଭବନ, ସମ୍ପର୍କୀୟଙ୍କ ଘର ସମେତ ରାଜ୍ୟର ୫ଟି Continue Reading
ଜଳେଶ୍ଵର,୧୮/୬: ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କଟକ ଡିଭିଜନର ୫ ଜଣିଆ ଟିମ ଆଜି ଭୋର ସମୟରେ ଜଳେଶ୍ଵର ବିଡ଼ିଓଙ୍କ ସରକାରୀ ବାସଭବନରେ ଚଢ଼ାଉ କରିଛନ୍ତି। ଅନୁଗୁଳ ଭିଜିଲାନ୍ସ ଏସପି ସୋମନାଥ ବାରିକ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ।କେବଳ ଜଳେଶ୍ଵର ସରକାରୀ ବାସଭବନ ନୁହେଁ ବିଡ଼ିଓଙ୍କ ଘର ସମେତ ଏକକାଳୀନ ୬ ଟି ସ୍ଥାନରେ ଏହି ଚଢ଼ାଉ […]Continue Reading
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର,୧୧/୬: ବାଲେଶ୍ୱର ଜିଲ୍ଲାର ୨୬ ନମ୍ବର ଜୋନର ସଭ୍ୟା ସୋନାଲି ବିଶ୍ଵାଳଙ୍କ ଦ୍ଵାରା ଶନିବାର ଦିନ ତାଙ୍କ ଜୋନ ଅନ୍ତର୍ଭୁକ୍ତ ପରିଖିର ଶେଖ୍ ମଲୁ ଓ ତାଙ୍କ ପିତା ଶେଖ୍ ଆଲ୍ଲାଙ୍କୁ ଅଗ୍ନି ସହାୟତା ପ୍ରଦାନ କରିଛନ୍ତି। ଅସାବଧାନତା ବଶତ୍ତ ପରିଖିର ଶେଖ୍ ମଲୁଙ୍କ ଘର୍ ପୋଡି ଯାଇ ଅନେକ ସମ୍ପତ୍ତି ନଷ୍ଟ ହୋଇଯାଇଛି।ଖବର ପାଇ ଶ୍ରୀମତୀ ବିଶ୍ଵାଳ, ସମାଜ ସେବୀ ବାପି ବିଶ୍ଵାଳ ସହଯୋଗୀ ରାମ ଚନ୍ଦ୍ର ସିଂହ, ନୁମାନ ଅଲ୍ଲୀ ଖାଁ, […]Continue Reading
ସୁଦାମ କୁମାର ପାତ୍ରଙ୍କ ରିପୋର୍ଟବାଲେଶ୍ୱର,୧୧/୫: ନ୍ୟାୟ ପାଇଁ ଦଉଡି ଦଉଡି ଅତିଷ୍ଟ ହୋଇପଡିଲେ ମହିଳା ଆଇନ୍ଜୀବୀ । ନ୍ୟାୟ ପାଇବା ପାଇଁ ବିଳମ୍ବ ହେବାରୁ ଜଜ୍ଙ୍କ ଆଗରେ ବିଷ ପିଇଲେ ମହିଳା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ । ବୁଧବାର ଦିନ ବାଲେଶ୍ୱର କୋର୍ଟରେ ଜଣେ ମହିଳା ଆଇନ୍ଜୀବୀ, ଜଜ୍ଙ୍କ ଆଗରେ ବିଷ ପିଇଦେଇଛନ୍ତି । ସ୍ୱାମୀଙ୍କ ସହ ସମ୍ପର୍କ ଭଲ ନଥିବାରୁ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ପାଇଁ ମହିଳା ଜଣକ […]Continue Reading
BARIPADA,APRIL 28: The farmers of Mayurbhanj and Balasore districts are staring at a difficult kharif season due to the inordinate delay in sanction of the two proposed barrage projects, Sono and Banktira targeted to irrigate more than 13,600 hectares land. According to sources, the Subarnarekha Irrigation division-cum-basin of Mayurbhanj had sent the estimation cost Continue Reading
ସିମୁଳିଆ, ୨/୪: ବାଲେଶ୍ବର ଜିଲ୍ଲାର ସିମୁଳିଆ ଥାନା ବାଲିଖଣ୍ଡ ବଜାର ନିକଟ ବିଲ ଭିତରୁ ଜନୈକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି।ଏଣେ ତାଙ୍କ ସ୍ତ୍ରୀ ବି ଗୁରୁତର ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।ମିଳିଥିବା ସୂଚନା ଅନୁଯାୟୀ, ସିମୁଳିଆ ଥାନା ବାଲିଖଣ୍ଡ ବଜାରରେ ରହୁଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ପତ୍ରୀ ଓ Continue Reading
ସୋର,୩୦/୩: ଜିନିଷ କିଣିଲେ। ଏହା ବଦଳରେ ଟଙ୍କା ବି ଦେଲେ। ହେଲେ ଏହାପରେ ଶହେ ଟଙ୍କା ବଦଳରେ ୨ଟି ୫୦ ଟଙ୍କା ମାଗିବା ବାହାନାରେ ଦୋକାନ ମାଲିକଙ୍କଠାରୁ ଲୁଟି ନେଲେ ୬୦ ହଜାରର ଟଙ୍କା । ଦୋକାନ ମାଲିକଙ୍କ ଉପସ୍ଥିତିରେ ତାଙ୍କ ଆଖି ସାମନାରେ କ୍ୟାସ୍ ବକ୍ସରେ ହାତ ପୁରେଇ ଲୁଟେରା ୫ଶହ ଟଙ୍କିଆ ବଣ୍ଡଲ ଲୁଟି ନେଇଥିବା ବେଳେ ଏହାର ଟେର ପାଇପାରିଲେନି ଦୋକାନୀ।ଟଙ୍କା ଗାଏବ ନେଇ ଜାଣି ସିସିଟିଭି ଯାଞ୍ଚ କରିବା ପରେ ଯାହା […]Continue Reading
By Sudam Patra Balasore, March 2 : Counting of votes in 3-tier Panchayat Raj(PR) Election has completed. Mrs Sonali Biswal, an educated lady has won from the Zilla Parishad(ZP) zone no – 26 of Balasore. Mrs Biswal has taken sufficient experience by movement of different self help Groups (SHG) under the State Govt’s scheme Mission […]Continue Reading
ବାଲେଶ୍ୱର,୧୪/୭: ବାଲେଶ୍ୱର ରେମୁଣା ବିଜେଡି ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସଂକ୍ରମିତ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସଂସ୍ପର୍ଶରେ ଆସିଥିବାରୁ ସେ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ତେବେ ନୀଳଗିରି ବିଧାୟକ ସୁକାନ୍ତଙ୍କ ପଜିଟିଭ ରିପୋର୍ଟ ପରେ ସୁଧାଂଶୁ ନିଜ ବାସଭବନରେ ଗୃହସଙ୍ଗରୋଧରେ ଥିଲେ। ସ୍ୱାବ୍ ଟେଷ୍ଟ ପରେ ରିପୋର୍ଟ ପଜିଟିଭ୍ ଆସିଛି।ରାଜ୍ୟରେ ୩ ବିଧାୟକ କରୋନା ସଂକ୍ରମିତ ହେଲେଣି।Continue Reading