ବାଲେଶ୍ୱର,୩/୨: ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ସୀତାରାମ ଚୌହ୍ୱାନଙ୍କ ଉପରେ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ। ଆଜି ସହଦେବଖୁଣ୍ଟା ଥାନା ଦହପଡ଼ା ନିକଟରେ ଘଟିଛି ଏହି ଘଟଣା। ଗାଡ଼ି ରଖି ବାଲି ଗାଡ଼ିକୁ ଚେକିଂ ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଛି। ଉପଜିଲ୍ଲାପାଳଙ୍କ ସହ ତାଙ୍କ ଡ୍ରାଇଭର ଓ ପିଏସ୍ଙ୍କୁ ବି ନିସ୍ତୁକ ମାଡ଼ ହୋଇଛି। ଉପଜିଲ୍ଲାପାଳଙ୍କ କାନ୍ଧରେ ଗଭୀର ଆଘାତ ଲାଗିଛି।ଉପଜିଲ୍ଲାପାଳଙ୍କୁ ସୁରକ୍ଷା ଦେଉଥିବା ଡ୍ରାଇଭରଙ୍କ ଉପରେ ପଥର ଛେଚି Continue Reading
ବାଲେଶ୍ୱର,୩/୧୨: ବାଲେଶ୍ୱର ଜିଲ୍ଲା ଶୂନହାଟ କଂସେଇ ମହଲରେ ଆତଙ୍କ ଖେଳାଇଛି ପାଗଳା କୁକୁର । ଆଜି ସକାଳୁ ପାଗଳା କୁକୁର ଆକ୍ରମଣରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଜଣ ଆହତ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରେ ବୟସ୍କ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି କୁନି କୁନି ପିଲା ବି ଅଛନ୍ତି। ପାଗଳା କୁକୁରଟି ବାଘ ପରି ଝାମ୍ପ ମାରି ମାଂସ ପୁଳା ପୁଳା ନେଇ ଯାଉଥିବା କହିଛନ୍ତି ସ୍ଥାନୀୟ ଲୋକେ।ଆଜି ସକାଳୁ ସକାଳୁ ସବୁ ଦିନ ପରି ଚଳଚଞ୍ଚଳ ହୋଇ […]Continue Reading
ସୋର, ୭/୧୧: ଗୋଟିଏ ପରେ ଗୋଟିଏ ଏପରିକି ୩ଟି ଗାଡ଼ି ମଧ୍ୟରେ ଧକ୍କା ହୋଇଛି। ଡ୍ରାଇଭରମାନେ ନିୟନ୍ତ୍ରଣ ହରାଇବାରୁ ପଛକୁ ପଛ ଧକ୍କା ହୋଇଛି ୨ଟି କାର ଓ ଗୋଟିଏ ତେଲ ଟ୍ୟାଙ୍କର।ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଘଟଣାସ୍ଥଳର ହିଁ ଜଣେ ଡ୍ରାଇଭରଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଦୁଇ ମୃତକଙ୍କ ପରିଚୟ ମିଳିଛି। ଏଦୁହେଁ ହେଲେ ପାର୍ବତୀ ଓ ଶଙ୍କର ରାଓ। ବାଲେଶ୍ବର ଜିଲ୍ଲା Continue Reading
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର,୪/୧୧: ବାଲେଶ୍ୱରରୁ ୯୦ ଦଶକରେ ସାରା ଓଡିଶାରେ ଆରମ୍ଭ ହୋଇଥିଲା ଶିଳ୍ପ ବିପ୍ଳବର ପ୍ରକୁତ ରୂପରେଖ । ଫଳ ସ୍ୱରୂପ ଭାରତର ବହୁ ନାମୀ ଦାମୀ କମ୍ପାନୀର ବ୍ୟବସାୟ ପ୍ରତିଷ୍ଠାନ ଏହି ଜିଲ୍ଲାରେ ଆରମ୍ଭ ହେବାକୁ ଲାଗିଲା । ସେଥିରେ ବିର୍ଲା ଟାୟାର୍ସ, ଇସ୍ପାତ ଏଲ୍ଲୋୟେସ, ଇମାମି ପେପର୍ ମିଲ ଭଳି ବହୁ ବଡ ବଡ ସଂସ୍ଥା ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ଫଳ ସ୍ଵରୂପ ବାଲେଶ୍ୱର ଲୋକଙ୍କ ଆର୍ଥିକ, ସାମାଜିକ,ସାଂସ୍କୃତିକ ମାନ ଦଣ୍ଡର Continue Reading
ବାଲେଶ୍ଵର, ୨୩/୧୦: ବାଲେଶ୍ଵର ସହରେ ବିଳମ୍ବିତ ରାତିର ଫୁଟିଛି ଗୁଳି। ଆର୍ତ୍ତ କବିରାଜ ଗଳିରେ ଯୁବକଙ୍କୁ ଉପରେ କେହି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି। ଏଥିରେ ଯୁବକଙ୍କ ଆଖିରେ ଗୁଳି ବାଜିଛି। ଗୁରୁତର ଯୁବକ ହେଲେ କମଲ କୁମାର ଦାସ।ତାଙ୍କୁ ବାଲେଶ୍ଵର ବଡ ମେଡିକାଲ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର । ଗତ ରାତ୍ରିରେ ଅଭିଯୁକ୍ତକୁ ୩ଟା୩୦ରେ ଗିରଫ କରି ପୋଲିସ ତନାଘନା ଚଳାଇଛି। ତେବେ ଗୁଳିକାଣ୍ଡର କାରଣ ଏ ଯାଏଁ ସ୍ପଷ୍ଟ ହୋଇନି।Continue Reading
ବାଲେଶ୍ୱର, ୨୦/୧୦: ଭଦ୍ରକ-ଖଡ଼ଗପୁର ମେମୁ ପାସେଞ୍ଜର ଟ୍ରେନରେ ପଛ ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି । ବହାନଗା ଷ୍ଟେସନରେ ଗାଡ଼ି ପହଁଚିବା ମାତ୍ରେ ନିଆଁ ଦେଖି ପାଇଲଟ ତୁରନ୍ତ ଏମର୍ଜେନ୍ସି ବ୍ରେକ ଦେଇଥିଲେ । ସଂଗେ ସଂଗେ ବହାନାଗା ଷ୍ଟେସନର କର୍ମଚାରୀ ନିଆଁ ଲିଭା ଗ୍ୟାସ ଦ୍ୱାରା ନିଆଁକୁ ଆୟତ୍ତ କରିଥିଲେ। ଏବେ ଷ୍ଟେସନରେ ଟ୍ରେନ ଛିଡ଼ା ହୋଇ ରହିଥିବା ଜଣାପଡ଼ିଛି ।Continue Reading
ସୋର, ୨୦/୧୦ : ଭିଣୋଇ ତୀର ମାଡ଼ରେ ଶଳା ଗୁରୁତର କ୍ଷ ଆକ୍ରମଣକାରୀ ଭିଣୋଇକୁ ବାନ୍ଧି ପୋଲିସ ଜିମା ଦେଲେ ଗାଁ ଲୋକେ କ୍ଷ ସୋର ଥାନା ସିଙ୍ଗାଖୁଣ୍ଟା ପଂଚାୟତ ଫଠାଆମ୍ବ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।ତେବେ ଭିଣୋଇ ମୋଟୁ ସିଂ ତୀର ମାଡ଼ରେ ଶଳା ସାଲୁକୁ ଗୁରୁତର ହୋଇଛନ୍ତି । ଗୁରୁତର ସାଲୁ ପିଠିରେ ତୀର ବାଜି ଅଟକି ରହିଥିଲା କ୍ଷତାଙ୍କୁ ତୁରନ୍ତ ଗ୍ରାମବାସୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାରେ […]Continue Reading
ବାଲେଶ୍ୱର, ୧୪/୧୦ : ବାଲେଶ୍ଵର କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲନ୍ସ ରେଡ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ମହେଶ ପ୍ରସାଦ ପଟ୍ଟନାୟକଙ୍କ ବାଲେଶ୍ଵର ସ୍ଥିତ ଅଫିସ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି।ସୂଚନାନୁଯାୟୀ, ମହେଶ ପ୍ରସାଦ ପଟ୍ଟନାୟକଙ୍କ ବାଲେଶ୍ଵରସ୍ଥିତ ଅଫିସ, ରାୟଗଡା କସ୍ତୁରିନଗର ସ୍ଥିତ ପୈତୃକ ଘର, ବିଶାଖାପାଟନମ୍ ଛିନ୍ନଗଦିଲିସ୍ଥିତ Continue Reading
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୭/୧୦: ଦୁର୍ଗତିନାସିନି ମା ଦୁର୍ଗା ଙ୍କର ପୂଜା ଉପଲକ୍ଷେ ଗେଙ୍ଗୁଟି ପଞ୍ଚାୟତ ର କେନ୍ଦ୍ର ସ୍ଥଳ ସାଉଁ ଛକ ଠାରେ ବିରାଟ ରାବଣ ପୋଡି ଉତ୍ସବ ପାଳିତ ହୋଇଯାଇଛି ।ଏହି ଉତ୍ସବ ରେ ଗେଙ୍ଗୁଟି ସରପଞ୍ଚ ମଞ୍ଜୁଲତା ଆଚାର୍ଯ୍ୟ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ବାଲେଶ୍ୱର ଜିଲ୍ଲାପରିଷଦ ଅଧ୍ୟକ୍ଷ ତଥା ଜନପ୍ରିୟ ଯୁବ ନେତା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା, ପାଖ ପଂଚାୟତ […]Continue Reading
ବାଲେଶ୍ୱର,୮/୯: ଦଶମ ଶ୍ରେଣୀ ଛାତ୍ରଙ୍କ ଚରମ ନିଷ୍ପତି । ଟ୍ରେନ୍ ଆଗକୁ ନେଇ ଜୀବନ ହାରିଲେ ବାଲେଶ୍ୱର ଜିଲ୍ଲା ଭୋଇସାହି ସ୍ଥିତ ସିଦ୍ଧିବିନାୟକ ପବ୍ଲିକ୍ ସ୍କୁଲ୍ର ଦଶମ ଶ୍ରେଣୀ ଛାତ୍ର ସୁରଜ ଗୁପ୍ତା । ସ୍କୁଲ୍ ପ୍ରିନ୍ସପାଲ୍ କହୁଛନ୍ତି ପ୍ରେମ ପାଇଁ ଆତ୍ମହତ୍ୟା କରିଛି ଛାତ୍ର ଜଣକ, କିନ୍ତୁ ପରିବାର ଲୋକେ ଅଭିଯୋଗ କରିଛନ୍ତି ପୁଅର ମୁତ୍ୟୁ ପାଇଁ ସ୍କୁଲ୍ କର୍ତ୍ତୃପକ୍ଷ ଓ ଅନ୍ୟ ଜଣେ ଛାତ୍ର ଦାୟି ।କିନ୍ତୁ କେଉଁ ପରିସ୍ଥିତିରେ ସୁରଜ ଟ୍ରେନ୍ ଆଗକୁ […]Continue Reading