ସିମୁଳିଆ,୧୧/୧: ବାଲେଶ୍ୱର ସିମୁଳିଆ ବ୍ଲକ ଉନ୍ନୟନ ଅଧିକାରୀ(ବିଡିଓ) ବିଶ୍ୱରଂଜନ ମହାନ୍ତିଙ୍କ ଝୁଲନ୍ତା ମୃତଦେହ କରାଯାଇଛି । ସରକାରୀ କ୍ୱାଟର୍ସରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଯଦିଓ ବିଶ୍ୱରଜନ ମହାନ୍ତିଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡି ନାହିଁ, ତଥାପି ତାଙ୍କ ମୃତଦେହ ତାଙ୍କ ସରକାରୀ ବାସଭବନରେ ଝୁଲୁଥିବାରୁ ଘରର କବାଟ ଭିତର ପଟୁ Continue Reading
ବାଲେଶ୍ୱର, ୧୧/୧: ଗ୍ୟାସ କଟରରେ ଏକ୍ସିସ ବ୍ୟାଙ୍କ ଏଟିଏମ କାଟି ନେଇଗଲେ ୨୦ ଲକ୍ଷରୁ ଅଧିକ ଟଙ୍କା। ଗତକାଲି ବିଳମ୍ବିତ ରାତିରେ ଦୁଇଟି ବୁଲେରୋରେର ୬ରୁ ଅଧିକ ଲୁଟେରା ଆସିଥିଲେ। ବାଲେଶ୍ୱର ଜିଲ୍ଲା ସୋର ଥାନା ଓ ଖଇରା ଥାନା ଅଧିନସ୍ଥ ଦୁଇଟି ଏଟିଏମରୁ ବିଳମ୍ବିତ ରାତିରେ ଲୁଟ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସୋର ଥାନା ଅଧିନ ମଙ୍ଗଳପୁର ଠାରେ ଥିବା ପଞ୍ଜାବ ନେସନାଲ ବ୍ୟାଙ୍କର ଏଟିଏମରୁ ଲୁଟ ହୋଇଥିବା ବେଳେ […]Continue Reading
ବାଲେଶ୍ୱର,୭/୧ : ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଜଡଝଝ ବିଭାଗ କନିଷ୍ଠ ଯନ୍ତ୍ରୀ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ନାୟକ ଶନିବାର ରାତିରେ ଖାଇବା ସାରି ତାଙ୍କ ସରକାରୀ କ୍ୱାର୍ଟରକୁ ଶୋଇବାକୁ ଯାଇଥିଲେ।ହେଲେ ଆଜି ସକାଳୁ ଘର ଭିତରେ ତାଙ୍କର ମୃତଦେହ ପଡ଼ିଥିବା ଦେଖି ବାକୁ ମିଳିଥିଲା। ବ୍ଲକ ଅଫିସ କର୍ମଚାରୀ ପ୍ରଥମେ ମୃତଦେହ ଦେଖି ଥିଲେ। ପରେ ବାଲିଆପାଳ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ […]Continue Reading
ସୋର, ୨୪/୧୨: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଭଗତପୁର ନିକଟରେ ବିଲ ଭିତରେ ଏସିଡ ଟ୍ୟାଙ୍କର ଓଲଟିପଡ଼ିଥିବା ଜଣାଯାଇଛି। ଏହି ଏସିଡ ଟ୍ୟାଙ୍କରଟି ଭଗତପୁର ଗାଁରେ ଥିବା ଏକ ଚିଙ୍ଗୁଡ଼ି ପ୍ଲାଣ୍ଟକୁ ଯାଉଥିଲା। ଏହି ଟ୍ୟାଙ୍କରଟି ଗଞ୍ଜାମରୁ ନାଟନୋଭ ବାୟୁସାଇନ୍ସ ନାମକ ଏକ ଚିଙ୍ଗୁଡ଼ି କମ୍ପାନିକୁ ଯାଉଥିଲା।ଚାଳକଙ୍କ କହିବା ଅନୁସାରେ ଏହି ଟ୍ୟାଙ୍କରରେ ହାଇଡ୍ରୋକ୍ଲୋରାଇଡ ଏସିଡ ଯାଉଥିଲା। ରାସ୍ତାଟି ଅଙ୍କାବଙ୍କା ଥିବାରୁ ଭାରସାମ୍ୟ ହରାଇ ଟ୍ୟାଙ୍କରଟି Continue Reading
ବାଲେଶ୍ୱର,୬/୧୨ : ଘରେ ପଶି ମହିଳାଙ୍କୁ ଅଖିବୁଜା ଗୁଳିମାଡ଼ କରି ଛୁ ମାରିଲେ ଦୁର୍ବୃତ୍ତ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଅନ୍ତର୍ଗତ ରାଇପାଳ ଗାଁରେ। ମହିଳାଙ୍କ ଜଣଙ୍କ ହେଲେ ଲକ୍ଷ୍ମୀ ମୁର୍ମୁ। ତାଙ୍କ ଦେହରେ ୩ଟି ଗୁଳି ବାଜିଛି। ତାଙ୍କ ଅବସ୍ଥା ଗୁରୁତର ରହିଛି।ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମୀ ତାଙ୍କ ସ୍ୱାମୀ ଓ ତାଙ୍କ ପୁଅ ଘରେ ଶୋଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଘରେ ପଶି ଲକ୍ଷ୍ମୀଙ୍କ ଉପରେ ୩ ରାଉଣ୍ଡ ଗୁଳି ଚାଳନା […]Continue Reading
ବାହାନଗା,୨୭/୧୧: ବାଲେଶ୍ବର ଜିଲ୍ଲା ବାହାନଗା ବଜାରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମକୁ ଗ୍ୟାସ୍ କଟରରେ କାଟି ଦୁର୍ବୃତ୍ତ ଟଙ୍କା ଲୁଟି ନେଇଥିବା ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇବା ପରେ ଏଟିଏମ କବାଟ ବନ୍ଦ କରିଦେଇଥିଲେ। ଫଳରେ ବାହାରକୁ କିଛି ଜଣାପଡୁନଥିବା ବେଳେ ଆଜି ସକାଳେ ସ୍ଥାନୀୟ ଲୋକେ ଏ ବାବଦରେ ଜାଣିବା ପରେ ସୋର ପୁଲିସକୁ ଖବର ଦେଇଥିଲେ।ଖନ୍ତାପଡ଼ା ଓ Continue Reading
ସୋର,୧୧/୧୧: ବାଲେଶ୍ବର ଜିଲ୍ଲା ସୋର ଥାନା ବାହାନଗା ବ୍ଲକ କୁଚିଆକୋଇଲି ଅରଡ଼ା ଗ୍ରାମର ଜଣେ କଲେଜ ପଢୁଆ ଛାତ୍ର ଅନଲାଇନ ଗେମ ଖେଳି ଜୀବନ ହାରିଥିବା ଜଣାପଡ଼ିଛି। ଛାତ୍ରଜଣଙ୍କ ହେଲେ ଗ୍ରାମର ଶରତ ଚନ୍ଦ୍ର ମଳିକଙ୍କ ସାନ ପୁଅ ଆଶିଷ କୁମାର ମଳିକ(୧୭)। ଆଶିଷ ଅନନ୍ତପୁର ସାରସ୍ୱତ ମହାବିଦ୍ୟାଳୟର ଯୁକ୍ତ ଦୁଇର ଛାତ୍ର ଥିଲେ।ଗତକାଲି କଲେଜରୁ ଫେରିବା ପରେ ଘରଭିତରେ କବାଟ ବନ୍ଦ କରି ରହିଥିଲେ ଆଶିଷ। ତାଙ୍କ ମା ଖାଇବା ପାଇଁ ଡାକିବା ବେଳେ ସେ […]Continue Reading
ବାଲେଶ୍ୱର,୮/୧୦ : ବାଲେଶ୍ୱର ଜିଲ୍ଲା ବାହାନଗାରେ ଗତ ଜୁନ୍ ୨ ତାରିଖରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଆହୁରି ୨୮ଟି ମୃତଦେହ ଚିହ୍ନଟ ହୋଇନପାରି ଭୁବନେଶ୍ୱର ଏମ୍ସରେ ଥିବା ବେଳେ ସେଗୁଡ଼ିକର ଅନ୍ତିମ ସଂସ୍କାର କରିବା ପାଇଁ ନିଷ୍ପତ୍ତି ହୋଇଛି ଓ ସେଥିପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ( BMC ) ପକ୍ଷରୁ ସେଗୁଡ଼ିକର ଅନ୍ତିମ ସଂସ୍କାର କରାଯିବ।DNA ଟେଷ୍ଟ ପରେ ମଧ୍ୟ ଚିହ୍ନଟ ହୋଇ ନ ପାରିବାରୁ ଭୁବନେଶ୍ୱର AIIMSରେ ରଖାଯାଇଥିବା Continue Reading
ବାଲେଶ୍ୱର,୮/୧୦ : ନେପାଳରୁ ଆସିଥିବା ପ୍ରାୟ ୬୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଲେଶ୍ୱର ଜିଲ୍ଲା ସୋର କଲେଜ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ବସ୍ଟି ପଛପଟୁ ଧକ୍କା ଦେଇଥିଲା। ଫଳରେ ବସ୍ ଡ୍ରାଇଭରଙ୍କ ସମେତ ୨୧ ଜଣ ଆହତ ହୋଇଛନ୍ତି।ବସ୍ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ସୋର ଡାକ୍ତରଖାନାରେ Continue Reading
ବାଲେଶ୍ୱର,୪/୯ : ବାଲେଶ୍ୱର ଫକୀର ମୋହନ ବଡ଼ ମେଡିକାଲ କେମୋ ୱାର୍ଡରେ ନିଆଁ ଲାଗିଯାଇଛି । ଏସି ସର୍ଟସର୍କିଟରୁ ନିଆଁ ଲାଗିଥିବା ଜଣାଯାଇଛି।ପ୍ରବଳ ପୋଡ଼ାଗନ୍ଧ ଫଳରେ ହସ୍ପିଟାଲର ମେଡ଼ିସିନ ୱାର୍ଡରେ ଚିକିତ୍ସିତ ରୋଗୀ ଭୟରେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଖବର ପାଇ ତୁରନ୍ତ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିବା ସହ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ଆରମ୍ଭ କରିଛି।ମିଳିଥିବା ସୂଚନା ମୁତାବକ ଆଜି ସକାଳେ ଏଫଏମ ମେଡିକାଲ କଲେଜର କେମୋ ୱାର୍ଡ ବାହାରେ Continue Reading




