Home Posts tagged Balasore
Top Stories
By Sudam Patra Baleshwar/Odisha,  Sep 30 : TP Northern Odisha Distribution Limited (TPNODL) is strengthening grassroots awareness and consumer engagement for PM Surya Ghar: Muft Bijli Yojana through Seva Setu Camp and Solar Rath initiatives across Northern Odisha. Seva Setu Camps were organised at Udala in Mayurbhanj district, Bhograi in Baleshwar district, Dhenkikote Continue Reading
Odisha News
ବାଲେଶ୍ୱର ,୨୦/୫ : ବାଲେଶ୍ୱର ଚକ୍ରଡ଼ା ଗାଁରେ ଅଭାବନୀୟ ଘଟଣା । ସ୍ୱାମୀ-ସ୍ତ୍ରୀ ଶୋଇଥିବା ବେଳେ ନିଆଁ ଲଗାଇଦେଲେ । ଏହି ନିଆଁରେ ପୋଡ଼ି ହୋଇ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସ୍ୱାମୀ-ସ୍ତ୍ରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଚକ୍ରଡା ଗାଁର ବିଜୟ ବେହେରାଙ୍କ ପରିବାର ରାତିରେ ଖାଇ ସାରି ଶୋଇବାକୁ Continue Reading
Odisha News
ଖଇରା,୧୬/୫: ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରାରେ ଅଧିଷ୍ଠିତ କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆମାନେ ଆକ୍ରମଣ କରିଛନ୍ତି। ଗାଡ଼ିକାଚ ଭାଙ୍ଗିବା ନେଇ ଖଣି ଅଧିକାରୀ ଅଭିଷେକ ବେହେରା ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କୁପାରି ଅଞ୍ଚଳରେ ରାତିରେ ମୋରମ ଚୋରା ଚାଲାଣ କରାଯାଉଥିବା ନେଇ ଖବର ପାଇବାପରେ ଖଣି ଅଧିକାରୀ ଶ୍ରୀ ବେହେରା ୨ ଜଣ ପୋଲିସ କର୍ମଚାରୀଙ୍କୁ ନେଇ ପାଟ୍ରୋଲିଂରେ ଯିବା ସମୟରେ ଧୋବାଗାଡ଼ିଆ ଠାରୁ ଗୋଟିଏ କାର ଏବଂ ୨ଟି ବାଇକ ତାଙ୍କୁ Continue Reading
Odisha News
ଜଳେଶ୍ୱର, ୧୨/୮ : ମୋବାଇଲରେ ଗେମ୍ ଖେଳିବା ହେଲା କାଳ। ପରିବାର ଲୋକ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ଛାତ୍ର। ଗାମୁଛା ଲଗାଇ ବାଥରୁମରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀର ଛାତ୍ର। ମୃତକ ହେଲେ ଗାଁର ସନ୍ତୋଷ ଜେନାଙ୍କ ପୁଅ ଜୟକୃଷ୍ନ ଜେନା। ତେବେ ଏହି ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ସିଂଲା ଥାନା ଗୁହାଳିପଦା ଗାଁର ଘଟିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଉପମୃତ୍ୟୁ ମାମଲା ରୁଜୁ କରିଛି।ସୂଚନା ଅନୁସାରେ, ଗୁହାଳିପଦା ଗାଁର […]Continue Reading
Odisha News
ଜଳେଶ୍ୱର, ୧୮/୬ : ଓଡିଶା -ପଶ୍ଚିମ ବଙ୍ଗ ସୀମାନ୍ତ ତାଜପୁର ବେଳାଭୂମିରେ ଏକ ଅଘଟଣ ଘଟିଯାଇଛି । ସମୁଦ୍ରରେ ଗାଧୋଇବା ବେଳେ ୩ ପର୍ଯ୍ୟଟକ ଭାସିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମୃତ, ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ଓ ଅନ୍ୟ ଜଣେ ନିଖୋଜ ଅଛନ୍ତି ।ସୂଚନା ଅନୁସାରେ ସମୁଦ୍ରରେ ଗାଧୋଇବା ବେଳେ ୩ଜଣ ପର୍ଯ୍ୟଟକ ବୁଡିଯାଇଥିଲେ । ଖବର ପାଇ ସ୍ଥାନୀୟ ପ୍ରଶାସନ ପର‌୍ୟ୍ୟଟକଙ୍କୁ ଉଦ୍ଧାର ପାଇଁ ସ୍ପିଡ ବୋଟ ପଠାଇଥିଲା । ଉଦ୍ଧାରକାରି ଟିମ […]Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୩୦/୫: ଏବେ ବିଜୁଳି ବିଲ୍ ର ଚିନ୍ତାରୁ ମୁକ୍ତି। ସୂର୍ଯ୍ୟଶକ୍ତିରେ ଜଳିବ ଘରର ବିଜୁଳି ବତୀ। ଚାଲିବ ପଙ୍ଖା। ଆଉ ଘରର ସବୁ ବୈଦ୍ୟୁତିକ ଉପକରଣ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଘର ଛାତରେ ସୋଲାର ପ୍ୟାନେଲ ସ୍ଥାପନାକୁ ପ୍ରୋତ୍ସାହିତ କରିବା ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏନଓଡିଏଲ୍) ବିଶେଷ ଗୁରୁତ୍ଵ ଦେଉଛି ।ପିଏମ Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର,୨୭/୫: ସୁରକ୍ଷା ହେଉଛି ଟିପିଏନଓଡ଼ିଏଲର ମୂଳମନ୍ତ୍ର। କର୍ମଚାରୀଙ୍କ ସହ ଜନସାଧାରଣଙ୍କ ସୁରକ୍ଷାକୁ ଟିପିଏନଓଡ଼ିଏଲ ବିଶେଷ ଗୁରୁତ୍ଵ ଦେଉଛି। ତେବେ ଜନସାଧାରଣଙ୍କ ସଚେତନତା ଅଭାବରୁ ଅଧିକାଂଶ ବୈଦ୍ୟୁତିକ ଦୁର୍ଘଟଣା ଘଟୁଥିବା ସୂଚନା ମିଳିଥିବା ବେଳେ ଏହାକୁ ଗୁରୁତ୍ଵର ସହ ଗ୍ରହଣ କରି ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିଛି।ବିଦ୍ୟୁତ ତାର ଓ ଟ୍ରାନ୍ସଫର୍ମର ନିକଟରେ ନିର୍ମାଣ କାର୍ଯ୍ୟ, ହୁକିଂ ଆଦି ପାଇଁ ଅଧିକ ଦୁର୍ଘଟଣା Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର, ୧୪/୫: ଉତ୍ତର ଓଡ଼ିଶା କାଳବୈଶାଖୀ ପ୍ରବଣ ଅଞ୍ଚଳ ହୋଇଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ଗତ କିଛି ବର୍ଷ ମଧ୍ୟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେବା ସହ ଏହି ଦିଗରେ ପ୍ରୟାସକୁ ଦ୍ଵିଗୁଣିତ କରିଛି।ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ତ୍ବରିତ ସମାଧାନ ଦିଗରେ ଗୁରୁତ୍ବ ଦେଇ କମ୍ପାନୀ କାଳବୈଶାଖୀ ଜନିତ ଆହ୍ବାନର ମୁକାବିଲା କରିବା ପାଇଁ ପ୍ରସ୍ତୁତ Continue Reading
Odisha News
ବାଲେଶ୍ବର/ ଚାନ୍ଦିପୁର, ୧୨/୫ : ବାଲେଶ୍ବର ମେରାଇନ୍ ଥାନା ବଳରାମଗଡ଼ିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ଏଠାରେ ଏକ ଦୋକାନରେ ଏକସାଙ୍ଗେ ୮ଟି ଗ୍ୟାସ୍ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଛି। ସକାଳ ୬ଟା ବେଳେ ଏଭଳି ଘଟଣା ଘଟିଛି।ବଳରାମଗଡ଼ିରେ ଏକ ଅଣଲାଇସେନସ୍ ପ୍ରାପ୍ତ ସିଲିଣ୍ଡର ବ୍ୟବସାୟୀଙ୍କ ଦେକାନରେ ସର୍ଟସର୍କିଟ୍ କାରଣରୁ ଏକସାଙ୍ଗେ ୮ଟି ଗ୍ୟାସ୍ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଛି।ଏହାଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।ନିଆଁର ଧାସ Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୫/୫: ବାଲେଶ୍ୱର, ବେତନଟୀ, ଯୋଡ଼ା, ଭଦ୍ରକ ଓ ଯାଜପୁରର ପାଂଚଟି ଅତ୍ୟାଧୁନିକ ତାଲିମ କେନ୍ଦ୍ର ୪୫୦୦ରୁ ଅଧିକ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଶିଳ୍ପ ପାଇଁ ପ୍ରସ୍ତୁତ ଦକ୍ଷତା ପ୍ରଦାନ, ଯୁବପିଢ଼ିଙ୍କ ସଶକ୍ତୀକରଣ ଏବଂ ଶ୍ରମଶକ୍ତି କ୍ଷମତାରେ ଉନ୍ନତି ଆଣିଛି ।ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ଏହାର ପାଂଚଟି ପୂର୍ଣ୍ଣ କାର୍ଯ୍ୟକ୍ଷମ Continue Reading