Home Posts tagged balasore district
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୧୦/୧୧ : ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଓ ସରଳ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଜି ପୂର୍ବାହ୍ନ ୧୧.୩୦ ଘଟିକା ସମୟରେ ବାଲେଶ୍ୱର ପୋଲିସ୍ ଲାଇନ୍ ପରେଡ୍ ପଡ଼ିଆଠାରେ ଏକୀକୃତ ପେନ୍‌ସନ୍ ପରିଚାଳନା ପୋର୍ଟାଲ୍ (Unified Pension Management Portal–UPMP)ର ଶୁଭ ଉଦ୍‌ଘାଟନ କରିଛନ୍ତି।ଏହା ସହିତ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର Continue Reading
Odisha News
ବାଲେଶ୍ୱର, ୧୦/୧୧ : ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ମାତ୍ର ୭ ହଜାର ଟଙ୍କା ପାଇଁ ହରାଇଲେ ସରକାରୀ ଚାକିରି। ଭିଜିଲାନ୍ସ ଜାଲରେ ଫସିଥିବା ବାଲିଆପାଳର ତତ୍କାଳୀନ ସବ୍‌ରେଜିଷ୍ଟ୍ରାର ତଥା ORS ଅଧିକାରୀ ମନୀଷା ମିଶ୍ରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ରାଜ୍ୟ ସରକାର।ଜମି ପଞ୍ଜୀକରଣ ଓ ବିକ୍ରି କବଲା କରାଇଦେବା ପାଇଁ ଜଣେ ଅଭିଯୋଗକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ମାଗିବା ଓ ନେବା ଅଭିଯୋଗରେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ନଭେମ୍ବର ୬ ତାରିଖରେ Continue Reading
Top Stories
By Sudam Patra Balasore, Nov 9 : With the aim of keeping the youth away from the harmful effects of drugs and building a healthy, beautiful and drug-free society, a comprehensive awareness programme was organized on Friday at Jhadeswar Engineering College, Balasore, under the Government of India’s ‘Nasha Mukt Yuva’ campaign. Mr. Patitapaban Sahu attended […]Continue Reading
Odisha News
ବାଲେଶ୍ୱର, ୬/୧୧ : ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଲେ ଆଉ ଜଣେ ସରକାରୀ ଅଧିକାରୀ। ବାଲେଶ୍ୱର ଜିଲ୍ଲା ବାଲିଆପାଳର ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଶୁକ୍ରବାର ଧରିଛି ଓଡ଼ିଶା ଭିଜିଲାନ୍ସ। ଜମି ବିକ୍ରି ଦଲିଲ୍ (Sale Deed) ପଞ୍ଜୀକରଣ କରିବା ପାଇଁ ସେ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି।୧୦ ହଜାର ମାଗିଥିଲେ, ୭ ହଜାରରେ ରାଜିଭିଜିଲାନ୍ସର ସୂଚନା ଅନୁଯାୟୀ, ଅଭିଯୋଗକାରୀ ଜଣେ ଜମି କ୍ରେତାଙ୍କଠାରୁ Continue Reading
Top Stories
By Sudam Patra Baleshwar/Odisha,  Nov 5 : TP Northern Odisha Distribution Limited (TPNODL), under its flagship CSR initiative Club Enerji, organised the Cluster-Level Urja Mela 2026 at the CIPET campus in Baleshwar. The event brought together over 400 students from Baleshwar, Bhadrak, Jajpur, Kendujhar and Mayurbhanj districts, encouraging scientific innovation, Continue Reading
Top Stories
By Sudam Patra Balasore, Oct 26: TP Northern Odisha Distribution Limited (TPNODL) has been recognised as a Gold Category Winner with a 4-Star Rating at the World Safety Organization (WSO) India State-Level Occupational Health, Safety & Environment (OHS&E) Awards 2026. The recognition for the Assessment Year 2025 follows an onsite assessment and evaluation by the Continue Reading
Top Stories
By Sudam Patra Baleshwar/Odisha, Oct 4  : As Northern Odisha prepares to celebrate Durga Puja with large-scale community gatherings, illuminated pandals and festive activities, TP Northern Odisha Distribution Limited (TPNODL) has strengthened its preparedness across the region to support safe, reliable and quality power supply throughout the festive period. With Continue Reading
Top Stories
By Sudam Patra Balasore/Odisha, Sep 26 : The State Executive Committee meeting of Akhil Bharatiya Vidyarthi Parishad (ABVP), Odisha East, will be held at Rajasthan Bhawan in Motiganj, Balasore. Around 120 key functionaries from across the province will attend the meeting. The participants will include provincial office-bearers, National and State Executive members, Vibhag Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୨୬/୯ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓଡ଼ିଶା ପୂର୍ବ ପ୍ରାନ୍ତର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବାଲେଶ୍ୱର ମୋତିଗଞ୍ଜ ସ୍ଥିତ ରାଜସ୍ଥାନ ଭବନଠାରେ ଅନୁଷ୍ଠିତ ହେବାକୁ ଯାଉଛି।ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମସ୍ତ ପ୍ରାନ୍ତ ପଦାଧିକାରୀ, ରାଷ୍ଟ୍ରୀୟ କାର‌୍ୟ୍ୟକାରିଣୀ ସଦସ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସମସ୍ତ ବିଭାଗ ପ୍ରମୁଖ ଓ ସଂଯୋଜକ, ଜିଲ୍ଲା ପ୍ରମୁଖ ଓ ସଂଯୋଜକ, ସମସ୍ତ ଆୟାମ, ଗତିବିଧି ଓ Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୭/୯ : ମହାନ ବୈଜ୍ଞାନିକ, ଭାରତର ପୂର୍ବତନ ରାଷ୍ଟ୍ରପତି ଓ ‘ମିସାଇଲ୍ ମ୍ୟାନ୍’ ଭାବେ ପରିଚିତ ଭାରତରତ୍ନ ଡଃ ଏ.ପି.ଜେ. ଅବଦୁଲ କାଲାମଙ୍କ ଜାତୀୟ ସ୍ତରୀୟ ଜୟନ୍ତୀ ଅବସରରେ ବାଲେଶ୍ୱର ଆର୍ଟ ଆଣ୍ଡ କ୍ରାଫ୍ଟ ମହାବିଦ୍ୟାଳୟ ପରିସର ଆଜି ପାଲଟିଥିଲା ଜ୍ଞାନ, ସୃଜନଶୀଳତା ଓ ଦେଶପ୍ରେମର ଏକ ଅନନ୍ୟ ମଞ୍ଚ। ଜାତୀୟ ସ୍ତରରେ ଆୟୋଜିତ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିଭାବାନ Continue Reading