
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୫/୫: ବାଲେଶ୍ୱର, ବେତନଟୀ, ଯୋଡ଼ା, ଭଦ୍ରକ ଓ ଯାଜପୁରର ପାଂଚଟି ଅତ୍ୟାଧୁନିକ ତାଲିମ କେନ୍ଦ୍ର ୪୫୦୦ରୁ ଅଧିକ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଶିଳ୍ପ ପାଇଁ ପ୍ରସ୍ତୁତ ଦକ୍ଷତା ପ୍ରଦାନ, ଯୁବପିଢ଼ିଙ୍କ ସଶକ୍ତୀକରଣ ଏବଂ ଶ୍ରମଶକ୍ତି କ୍ଷମତାରେ ଉନ୍ନତି ଆଣିଛି ।ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ଏହାର ପାଂଚଟି ପୂର୍ଣ୍ଣ କାର୍ଯ୍ୟକ୍ଷମ Continue Reading