Home Posts tagged balangir (Page 4)
Odisha News
ବଲାଙ୍ଗୀର, ୧/୪ : ଭିଜିଲାନ୍ସ ଜାଲରେ ପୁଣି ଜଣେ ବଡ଼ବାବୁ । ଜବତ୍ ଟ୍ରାକ୍ଟର ରିଲିଜ ପାଇଁ ଅଫିସରେ ଲାଞ୍ଚ ନେଇଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ବଲାଙ୍ଗୀର ଆଗଲପୁର ତହସିଲର ସେକ୍ସନ ଅଫିସର କିଶୋର ଖର୍ସେଲ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ଜବତ ଟ୍ରାକ୍ଟରକୁ ଛାଡିଦେବା ପାଇଁ ମାଲିକଙ୍କ ଠାରୁ ୩୫ହଜାର ଟଙ୍କା ଲାଞ୍ଚ ନେଉଥିଲେ ।କାର୍ଯ୍ୟାଳୟରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ କାବୁକରି ତାଙ୍କ ଠାରୁ […]Continue Reading
Odisha News
ବଲାଙ୍ଗିର,୩୧/୩: ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ନୂଆପଡ଼ା ଗାଁରେ ଡବଲ ମର୍ଡର। ଏକ ଘର ଭିତରରୁ ଦୁଇ ଜଣ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଉଭୟ ସମ୍ପର୍କରେ ଶାଶୁ, ବୋହୂ ହେବେ। ମୃତକ ଦ୍ୱୟ ହେଲେ ଶାଶୁ ପ୍ରେମଶିଳା ମେହର ଓ ବୋହୂ ଅମ୍ବିକା ମେହର।ସୂଚନା ଅନୁସାରେ, ଅମ୍ବିକାଙ୍କ ସ୍ୱାମୀ ସୁଧାଂଶୁ ନୂଆପଡ଼ା ଗାଁ ଛକରେ ସୁନା ଦୋକାନ କରିଛନ୍ତି। ସେ ସକାଳେ ଦୋକାନକୁ ଗଲାପରେ […]Continue Reading