ବଲାଙ୍ଗୀର/ନିଶ୍ଚିନ୍ତକୋଇଲି,୮/୩: ସମଗ୍ର ଦେଶ ସହିତ ଓଡ଼ିଶାରେ ମଧ୍ୟ ବୁଧବାର ରଂଗର ପର୍ବ ‘ହୋଲି’ ଧୁମ୍ଧାମରେ ପାଳିତ ହୋଇଯାଇଛି। ତେବେ ହୋଲି ଖେଳ ପରେ ଅତ୍ୟଧିକ ଖୁସି କିଛି ଲୋକଙ୍କ ପାଇଁ ଦୁଃଖ ଆଣି ଦେଇଛି। ବଲାଙ୍ଗୀର ସହର ଏବଂ କଟକ ଜିଲ୍ଲା ନିଶ୍ଚିତକୋଇଲିରେ ଅଘଟଣ ଘଟିଛି। ହୋଲି ଖେଳ ପରେ ସାଙ୍ଗମାନଙ୍କର ସହିତ ଗାଧୋଇବା ସମୟରେ ୨ ଜଣ ଯୁବକ ପାଣିରେ ବୁଡ଼ି ଯାଇଛନ୍ତି। ବଲାଙ୍ଗୀର ସହରରେ ଜଣେ ଯୁବକ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଥିଲା ବେଳେ […]Continue Reading
ବଲାଙ୍ଗିର,୨୬/୨: ଦୁଇ ଦିନ ହେଲା ନିଖୋଜ ଥିବା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଶାଖାର ସ୍ମୃତି ଆଣ୍ଡ ସ୍ପନ୍ଦନ ଫାଇନାନ୍ସ କମ୍ପାନୀର କର୍ମଚାରୀ ସାବଲୀୟତ ହରିପାଲଙ୍କ ମୃତଦେହ ମିଳିଛି। କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବିର୍ଣ୍ଣକ୍ଷ ଡାଙ୍ଗବାହାଲି ଫିଲ ପାଖ ପତରାରୁ ତାଙ୍କ ମୃତଦେହ ମିଳିଛି। ଆଜି ସକାଳେ ଲୋକେ ତାଙ୍କ ମୃତଦେହକୁ ଠାବ କରି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।ସାବଲୀୟତଙ୍କ ମୃତଦେହ ଗଛରୁ ଏକ କଳା ରଙ୍ଗର Continue Reading
ବଲାଙ୍ଗିର,୧/୨: ଦୁର୍ବୃତ୍ତର ଲୁହା ରଡ୍ ଆକ୍ରମଣରେ ଗୋଟିଏ ପରିବାରର ୩ଜଣ ଗୁରୁତର ହୋଇଛନ୍ତି। ବଲାଙ୍ଗିର ସହରର ଶାନ୍ତିପଡାରେ ଗତକାଲି ସନ୍ଧ୍ୟାରେ ଏପରି ଘଟଣା ଘଟିଛି। ଆହତମାନେ ହେଲେ ମମତା ମେହେର, ତାଙ୍କ ଭଉଣୀ ଆରାଧନା ମେହେର ଓ ମମତାଙ୍କ ଦେଢ଼ ବର୍ଷର ଝିଅ ଶ୍ରୀୟା ମେହେର। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଗତକାଲି ସନ୍ଧ୍ୟାରେ ଜଣେ ଦୃବୁର୍ତ୍ତ ଆସି ମମତାଙ୍କ କବାଟ ବାଡେଇ ଥିଲା। ମମତା କବାଟ ଖୋଲିବା ପରେ ଦୁର୍ବୃତ୍ତ ଜଣଙ୍କ ତିନିଜଣଙ୍କୁ Continue Reading
ସିନ୍ଧେକେଲା,୧୪/୧: ପୁଅର ନିର୍ବନ୍ଧ ସାରି ଝିଅ ଘରୁ ହସଖୁସିରେ ପିକ୍ଅପ୍ ଭ୍ୟାନରେ ଘରକୁ ଫେରୁଥିଲେ ପରିବାର ଲୋକେ। ହେଲେ ସେମାନଙ୍କ ସେହି ଖୁସି ବେଶି ସମୟ ରହି ନଥିଲା। ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ବୁଢିପଦର ଗାଁ ନିକଟରେ ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୩ ଜଣ ଗୁରୁତର ହୋଇଥିବାର ଖବର ମିଳିଛି।ସୂଚନା ଅନୁଯାୟୀ ଗତକାଲି ବଙ୍ଗୋମୁଣ୍ଡା ବ୍ଲକ ବୁଢିପଦର ଗାଁର ଏକ ପରିବାର ମୋଦିବାହାଲ Continue Reading
ବଲାଙ୍ଗିର,୧୬/୧୨: ଦମ୍ପତିଙ୍କୁ ଜିଅନ୍ତା ପୋଡ଼ି ଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଭରୁଆମୁଣ୍ଡା ଗାଁରେ। ଉଭୟ ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ଭରତ ଭଇଁଷାଲ ଓ ସ୍ତ୍ରୀ କଳ୍ପନା ଭଇଁଷାଲ।କପାଚାଷ ଜଗିବା ପାଇଁ ଗତକାଲି ରାତିରେ ଭଇଁଷାଲ, ତାଙ୍କ ସ୍ତ୍ରୀ ଚାଷ ଜମି ନିକଟରେ ଥିବା କୁଡିଆ ଭିତରେ ଶୋଇଥିଲେ। ରାତି ଅଧରେ Continue Reading
ବଲାଙ୍ଗୀର,୪/୧୨: ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଧିକାରୀ ଆଲୋକ କୁମାର ବେହେରା। ଚାର୍ଜସିଟରୁ ନାଁ କାଟିବାକୁ ୨୫ ହଜାର ଟଙ୍କା ଲାଂଚ ନେବା ବେଳେ ଥାନା ଅଧିକାରୀଙ୍କୁ ମାଡ଼ିବସିଥିଲା ଭିଜିଲାନ୍ସ। ଆଜି ଶ୍ରୀ ବେହେରା ସିନ୍ଧେକେଲା ଥାନାର ନିଜ ଚାମ୍ବରରେ ଏହି ଲାଞ୍ଚ ଟଙ୍କା ନେଇଥିଲେ।ସୂଚନା ମୁତାବକ, ୨୦୨୦ ମସିହା ଚାନ୍ଦୋତରା ଏସବିଆଇ ବ୍ୟାଙ୍କର ଟଙ୍କା ହେରଫେର ମାମଲାର ତଦନ୍ତ କରୁଥିଲେ ଆଲୋକ। ଏହି ମାମଲାର Continue Reading
ବଲାଙ୍ଗୀର,୪/୧୨: ୩୦ ଦାଦନ ଶ୍ରମିକ ଉଦ୍ଧାର । ବଲାଙ୍ଗୀର ରେଳ ଷ୍ଟେସନରୁ ଏହି ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ। ବାହାର ରାଜ୍ୟକୁ ଚାଲାଣ ବେଳେ ଷ୍ଟେସନରୁ ଉଦ୍ଧାର ହୋଇଛନ୍ତି ୨୪ ଜଣ ଶ୍ରମିକଙ୍କ ସହ ୬ ଶିଶୁ ।ଖବର ଅନୁଯାୟୀ, ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକରୁ ବିଶାଖାପାଟନମ୍କୁ ଯାଉଥିଲେ ଦାଦନ ଶ୍ରମିକ । ଏଥିଲାଗି ବଲାଙ୍ଗୀର ଷ୍ଟେସନରେ ବସିଥିଲେ । ହେଲେ କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲେ ରେଳବାଇ ପୋଲିସ । ବାହାର […]Continue Reading
ବଲାଙ୍ଗୀର ୨୫/୧୧: ବଲାଙ୍ଗୀର ଟାଉନଥାନା ପୋଲିସ ଦ୍ୱାରା ଦାଦନ ଶ୍ରମିକ ଉଦ୍ଧାର । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୩୦ ଜଣ ମହିଳା-ପୁରୁଷ ଦାଦନ ଶ୍ରମିକ ୧୪ ଜଣ ଶିଶୁରହିଥିବା ସୂଚନା । ସମସ୍ତ ୪୪ ଜଣ ଶ୍ରମିକ ବେଳପଡା ବ୍ଲକର ।ବଲାଙ୍ଗୀର ବେଲପଡାରୁ ହାଇଦ୍ରାବାଦ ଯିବା ବେଳେ ବଲାଙ୍ଗୀର ଟାଉନଥାନା ପାଖରେ ଉଦ୍ଧାର କଲା ପୋଲିସ । ବେଳପଡା ଟେଟକା ନାମକ ସର୍ଦାର ଶ୍ରମିକଙ୍କୁ ଚାଲାଣ କରୁଥିବା ସୂଚନା ।Continue Reading
ବଲାଙ୍ଗୀର, ୨୪/୧୧ : ପୁଣି ତେଜିଛି ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି। ଗୁରୁବାର ସକାଳୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ଡାକରା ଦିଆଯାଇଛି।ସେହିପରି ଏହି ବନ୍ଦ ଡାକରାକୁ ସମର୍ଥନ କରି ବଲାଙ୍ଗୀର ଜିଲ୍ଲାର ସଇଁତଳା ଓ ଆଖପାଖ ଅଞ୍ଚଳରେ ବି ବନ୍ଦ ପାଳନ କରାଯାଉଥିବାର ଖବର ମିଳିଛି। ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯିବ। ଏଥିଲାଗି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। Continue Reading
ବଲାଙ୍ଗିର,୧୮/୧୧: ଭିଜିଲାନ୍ସ ଜାଲରେ ପଡ଼ିଗଲେ ସେକ୍ସନ ଅଫିସର। ଜମି ମ୍ୟୁଟେସନ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ବେଲପଡା ତହସିଲ ଅଫିସର ସେକ୍ସନ ଅଫିସର ଯୁଗଳ ରାଉତଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ଭିଜିଲାନ୍ସ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରୁଛି।ଗ୍ଦ ଭଚ୍ଚଅର୍ଜୁନ ଶବର ନାମକ ଜଣେ ବ୍ୟକ୍ତିଙ୍କର ଜମି ମ୍ୟୁଟେସନ କରିବାର ଥିଲା। ଏଥିପାଇଁ ସେ ଯୁଗଳଙ୍କ ପାଖକୁ ଯାଇଥିଲେ। ଜମି ମ୍ୟୁଟେସନ ପାଇଁ ଯୁଗଳ ଅର୍ଜୁନଙ୍କୁ ୧୫ ହଜାର ଟଙ୍କା Continue Reading