Report by Mahendra Kumar Darjee ବଲାଙ୍ଗୀର, April 9: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ଆଇ ସି ୟୁ ଭିତରେ ପାଇପ ଫାଟି ଜଳମଗ୍ନ । ଶନିବାର ଦିନ ରାତି ନଅଟା ବେଳେ ହଠାତ୍ ପାଇପ ଫାଟି ଆଇ ସି ୟୁ ଭିତର ବାହାର ସବୁଆଡେ ଜଳମଗ୍ନ ହୋଇଯାଇଛି ।ଅନେକ ବର୍ଷରୁ ପୁରୁଣା ପାଇପ ଥିବାରୁ ଏବଂ ଠିକ୍ ଭାବେ ରକ୍ଷଣା ବେକ୍ଷଣ ହେଉ ନ ଥିବାରୁ ଏଭଳି ଅବସ୍ଥା ହୋଇଥିବା ଜାଣିବାକୁ ମିଳିଛି । […]Continue Reading