ବାଲେଶ୍ୱର,୨୯/୩: ସାତ ଜନମ ସାଥୀ ହୋଇ ରହିବାକୁ କଥା ଦେଇଥିଲେ। ହେଲେ ପାରିବାରିକ କଳହ ଯୋଗୁ ଗୋଟିଏ ଜନମରେ ସବୁ ସମ୍ପର୍କ ତୁଟିଗଲା।କୌଣସି କାରଣ ପାଇଁ ସ୍ୱାମୀ ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଛତ୍ରପୁର ଗାଁରେ। ମୃତ ମହିଳା ଜଣଙ୍କ ହେଲେ କୁନି ସିଂହ। ଅଭିଯୁକ୍ତ ବୀର ସିଂହଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।ଗତକାଲି ବୀର ଓ କୁନି କୌଣସି କାମ […]Continue Reading