Home Posts tagged baipariguda
Odisha News
ବୈପାରୀଗୁଡ଼ା,୧୬/୫ : ଶୁକ୍ରବାର ସକାଳୁ ସକାଳୁ ଓଡ଼ିଶାରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଥମ ଘଟଣାଟି କୋରାପୁଟ ଜିଲା ବୈପାରୀଗୁଡ଼ା ଥାନା ଅଧୀନରେ ୩୨୬ ଜାତୀୟ ରାଜଥର ଗୌଡଗୁଦ ଛକ ନିକଟରେ ଘଟିଥିଲା, ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଛି।ଏହି ଘଟଣା ଘଟିଥିଲା ଯେତେବେଳେ ନୟାଗଡ଼ରୁ ମାଲକାନଗିରି ଯାଉଥିବା ଏକ କାର ଚାଳକ ନିୟନ୍ତ୍ରଣ ହରାଇବାରୁ ଗାଡି ରାସ୍ତା କଡରେ ଗଛରେ ଧକ୍କା ଦେଇଥିଲା। ଦୁର୍ଘଟଣା ସମୟରେ କାରରେ ଛଅ ଜଣ Continue Reading
Odisha News
ବୈପାରିଗୁଡ଼ା: ୨୦/୨ ତିନି ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ବୈପାରିଗୁଡ଼ା ପୁଲିସ। ଘଟଣା ଅନୁଯାୟୀ ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଦୋରାଗୁଡା ଗ୍ରାମରେ ତିନିଜଣ ଅଜଣା ଯୁବକ ବୁଲୁଥିବା ଦେଖିବାକୁ ମିଳିଥିଲା ଏବଂ ସେମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା ହେଉଥିଲେ। ଏହି ଖବର ବୈପାରିଗୁଡ଼ା ପୁଲିସ ପାଇବା ପରେ ଗତକାଲି ରାତି ୧୦ଟା ବେଳେ ଏସ୍ଆଇ ଅନିତା ନାୟକଙ୍କ ନେତୃତ୍ୱରେ ଏକ ଗଠନ କରି ଦୋରାଗୁଡା ଗ୍ରାମରେ ପେଟ୍ରୋଲିଂ ପାଇଁ ବାହାରିଥିଲେ। ତିନିଜଣ Continue Reading
Odisha News
ବୈପାରିଗୁଡା, ୩/୫: ଅକ୍ଷୟ ତୃତୀୟା ଅବସରରେ ଗୁପ୍ତେଶ୍ୱର ପୀଠକୁ ଦର୍ଶନ ନିମନ୍ତେ ଯାଉଥିବା ଏକ ପିକ୍ଅପ୍ ଭ୍ୟାନ୍ ନିୟନ୍ତ୍ରଣ ହରାଇ ଏକ ପୋଲ ତଳକୁ ଖସିପଡ଼ି କୋଡ଼ିଏରୁ ଊର୍ଦ୍ଧ୍ବ ଆହାତ ହୋଇଥିବାବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ ବୋରିଗୁମ୍ମା ଥାନା ଅନ୍ତର୍ଗତ ଜୟନ୍ତଗିରି ପଞ୍ଚାୟତର ବାଲଦା ଗ୍ରାମର ଦିବାକର ଭୂମିଆ ଏବଂ ତାଙ୍କ ଗ୍ରାମର କିଛି ଲୋକ ଏକ ବୋଲେରୋ ଏବଂ ପିକ୍ଅପ୍ ଭ୍ୟାନ୍ରେ ଗୁପ୍ତେଶ୍ୱର ଦର୍ଶନ ତଥା ଦିବାକରଙ୍କ ଖୁଡି ଏବଂ ବଡ଼ Continue Reading