Home Posts tagged badbil
Odisha News
ବଡ଼ବିଲ/ କେନ୍ଦୁଝର,୧୦/୧୦: ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବଡ଼ ଅଘଟଣ । ପାଣି ସୁଅରେ ଭାସିଯାଇ ଦୁଇ ଭାଇଙ୍କ ସଲୀଳ ସାମଧି । ଅନ୍ୟ ଜଣେ ୧୩ ବର୍ଷୀୟ ନାବାଳକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ସିଲିସୁଆଁ ନିକଟସ୍ଥ ଅରଡ଼େଇ ନଦୀରେ ଘଟିଯାଇଛି ଏହି ଦୁଃଖଦ ଘଟଣା ।ସୂଚନା ଅନୁଯାୟୀ, ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ଶଳା ମୁସଲିମ ବସ୍ତିର ମହମ୍ମଦ ମହିବୁର ରହମାନଙ୍କ ଦୁଇ ପୁଅ, ଅହମଦ ଅନସାରୀ […]Continue Reading
Odisha News
ବଡ଼ବିଲ,୫/୫ : ବଡ଼ବିଲର ଜଣାଶୁଣା ବ୍ୟବସାୟୀ ଭୋଳା ସିହ୍ନା ଓରଫ ସୁନୀଲ ସିହ୍ନାଙ୍କ ହତ୍ୟା ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଏହି ୨ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ତାଙ୍କ ନାଁ ସୁଖବିନ୍ଦର କୌର ଓରଫ ରଜ୍ଜି। ଅନ୍ୟ ଜଣଙ୍କ ହେଉଛନ୍ତି ସାକିର ହୁସେନ। ଉଭୟ ବଡ଼ବିଲର ବାସିନ୍ଦା।ସେହିପରି ଏହି ଘଟଣାରେ ଆଉ ୨ ଜଣ ଫେରାର ଅଛନ୍ତି। ସେମାନେ ହେଉଛନ୍ତି ଝାଡ଼ଖଣ୍ଡର ଚକ୍ରଧରପୁର ଅଞ୍ଚଳର ସୁପାରୀକିଲର ରିୟାସତ ହୁସେନ ଓ ରବି। […]Continue Reading