Home Posts tagged b.d.o.
Odisha News
କୋଇଡ଼ା,୨୧/୩: ବିଡିଓ ପଲ୍ଲବୀରାଣୀ ରାଜଙ୍କ ବଦଳି ଦାବିରେ ଆଜି ସିପିଆଇ (ଏମ୍) ପକ୍ଷରୁ ୧୨ ଘଣ୍ଟିଆ କୋଇଡ଼ା ବନ୍ଦ ପାଳନ ହେଉଛି। ସିପିଆଇ (ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ଦଳର ରାଷ୍ଟ୍ରୀୟ ଉପସଭାପତି ବିଷ୍ଣୁ ମହାନ୍ତିଙ୍କ ନେତୃତ୍ବରେ କର୍ମୀମାନେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ ଘଟିକା ପର‌୍ୟ୍ୟନ୍ତ କୋଇଡ଼ା ବନ୍ଦ ପାଳନ କରୁଛି ସିପିଆଇଏମ୍ ।୧୨ ଘଣ୍ଟିଆ କୋଇଡ଼ା ବନ୍ଦ ପ୍ରଭାବରେ ବ୍ଲକରେ ଥିବା ସମସ୍ତ ଖଣିରୁ Continue Reading
Seo wordpress plugin by www.seowizard.org.