Home Posts tagged AVOID EATING CHICKEN FOR SOME DAYS BMC MAYOR
Odisha News
ଭୁବନେଶ୍ୱର,୩୧।୮: ରାଜଧାନୀବାସୀଙ୍କୁ ଅନୁରୋଧ କଲେ ମେୟର ସୁଲୋଚନା ଦାସ। ଚିକେନ ନ ଖାଇବାକୁ ଅନୁରୋଧ କଲେ ସୁଲୋଚନା। ଭୁବନେଶ୍ୱର ଆଖପାଖରେ ବାର୍ଡ ଫ୍ଲୁ ଦେଖାଦେବା ପରେ ସେ ଏପରି କହିଛନ୍ତି। ସେ କହିଛନ୍ତି, କିଛିଦିନ ରାଜଧାନବାସୀଙ୍କୁ ଚିକେନ ନ ଖାଇବାକୁ ଅନୁରୋଧ କରୁଛି। ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ କିଣିବାକୁ ଦୋକାନୀଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି।ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସହରର ସମସ୍ତ କୁକୁଡ଼ା ମାଂସ ଦୋକାନୀମାନଙ୍କୁ ବାର୍ଡ Continue Reading
Seo wordpress plugin by www.seowizard.org.