Home Posts tagged assam floods
Odisha News
ଗୌହାଟି ୧୭।୫: ଆସାମରେ ପ୍ରକୃତି ତାର କରାଳ ରୂପ ଦେଖାଇଛି । ଆସମରେ ବନ୍ୟା ବିତ୍ପାତ ଯୋଗୁଁ ୨ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ନାଁହି ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ରାଜ୍ୟର କଚ୍ଛାର, ଚରାଇଦେବ, ଦରାଙ୍ଗ, ଧେମାଜି, ଦିବ୍ରୁଗଡ ଓ ଦିମା ହସାଓ ସମେତ ୨୪ ଜିଲ୍ଲାରେ ଏପର‌୍ୟ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକେ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ବନ୍ୟା ଓ ତତଜନିତ ଭୂ-ସ୍ଖଳନରେ ଏପର‌୍ୟ୍ୟନ୍ତ ୭ ଜଣଙ୍କ ମୃତ୍ୟୁ ହେଲାଣି। […]Continue Reading
Seo wordpress plugin by www.seowizard.org.