Home Posts tagged Asia Cup cricket tournament
Odisha News Sports News
କାଣ୍ଡି,୨/୯ : ଏସିଆ କପର ସବୁଠାରୁ ହାଇପ୍ରୋଫାଇଲ ମ୍ୟାଚ ଅର୍ଥାତ ଭାରତ-ପାକିସ୍ତାନ ମୁକାବିଲାରେ ଭାରତର ଟପ୍ ଅର୍ଡର ବିଫଳ ହେବା ପରେ ଏକ ଲଢୁଆ ଇନିଂସ ଖେଳି ଦଳର ସଂକଟମୋଚକ ସାଜିଛନ୍ତି ଇଶାନ କିଷନ ।ଦିନିକିଆରେ ଇଶାନ କିଶନ କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ ପୂରଣ କରିବା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ସ୍କୋରକୁ ଆଗକୁ ବଢ଼ାଉଛନ୍ତି।ଇଶାନଙ୍କ ଦିନିକିଆ କ୍ୟାରିୟରର ଏହା ସପ୍ତମ ଅର୍ଦ୍ଧଶତକ। ଇଶାନ ବ୍ୟାଟିଂ କରିବାକୁ ଓହ୍ଲାଇବା ବେଳକୁ ଟିମ୍ ଇଣ୍ଡିଆ ୪୮ Continue Reading