Home Posts tagged aryan khan
Bollywood Odisha News
ମୁମ୍ବାଇ,୨୭ ।୫: ବହୁଚର୍ଚ୍ଚିତ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖ ଖାନ୍ଙ୍କ ପୁଅ ଆର‌୍ୟନ ଖାନ୍ଙ୍କୁ କ୍ଲିନ୍ଚିଟ୍ ମିଳିଛି।ଏନ୍‌ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଏହି କ୍ଲିନ୍ଚିଟ୍ ଦେଇଛି। ଏନ୍ସିବି ପକ୍ଷରୁ ଦାଖଲ ଚାର୍ଜସିଟ୍ରେ ଆର‌୍ୟନଙ୍କୁ କ୍ଲିନ୍ଚିଟ୍ ମିଳିଛି। ଚାର୍ଜସିଟ୍ରେ ଆର‌୍ୟନ ଖାନ୍ଙ୍କ ନାଁ ନଥିବା ନେଇ ସୂଚନା ମିଳିଛି। ଡ୍ରଗ୍ସ ପାର୍ଟି ମାମଲାରେ ଏନ୍ସିବି ୬,୦୦୦ ପେଜ୍ର ଚାର୍ଜସିଟ୍ ଦାଖଲ କରିଥିଲା। ଏଥିରେ ୧୪ Continue Reading