Home Posts tagged april 28
Odisha News
ଭୁବନେଶ୍ବର, ୧୭/୩ : ଆଗାମୀ ଏପ୍ରିଲ୍ ୨୮ ତାରିଖରୁ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଯୁକ୍ତ ଦୁଇ ଦ୍ବାଦଶ ପରୀକ୍ଷା ହେବ ବୋଲି ଜଣାଯାଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ଏଥର ମୋଟ୍ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାଯାଇଛି।ଏଥର ଅଫଲାଇନ୍ ମୋଡରେ ପରୀକ୍ଷା ହେବ। ତେବେ ଖରାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦିନ । ସକାଳ ୯ଟାରୁ ଗୋଟିଏ ସିଟିଂରେ […]Continue Reading
Seo wordpress plugin by www.seowizard.org.