
ଅନୁଗୁଳ,୧/୨: ଅନୁଗୁଳ ବ୍ଲକ ଅନ୍ତର୍ଗତ ବସଲା ପଞ୍ଚାୟତର ବସଲା ଗ୍ରାମର ସିଦ୍ଧେଶ୍ୱର ସେଠୀ( ଆଲ୍ଲା)ଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଗତକାଲି ମଧ୍ୟାହ୍ନ ସମୟରେ ସିଦ୍ଧେଶ୍ୱର(୬୫) ଘର ପାଖ ନିକଟ ନାଳକୁ ଗାଧୋଇବା ପାଇଁ ଯାଇ ଆଉ ଫେରି ନଥିଲେ। ସନ୍ଧ୍ୟା ପର୍ୟ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ।ଆଜି ସକାଳେ ଗାଁ ଲୋକେ ସିଦ୍ଧେଶ୍ୱରଙ୍କର ମୃତଦେହ ନାଳ ନିକଟରେ ପଡ଼ିଥିବାର ଦେଖିବା ପରେ ପରିବାର Continue Reading