
ଅନୁଗୁଳ, ୫/୫: ୯ ଦିନ ଧରି ନିଖୋଜ ଥିବା ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀ ଜଣକ ଅନୁଗୁଳ କଣିହା ବ୍ଲକ୍ ଲୋଧାଝରୀ ଗାଁର । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି ।ସୂଚନା ଅନୁସାରେ, ଗତ ୨୬ ତାରିଖରେ ଅନୁଗୁଳ କଣିହା ବ୍ଲକ୍ ଲୋଧାଝରୀ ଗାଁର ଜଣେ ଯୁବତୀ ଭୁବନେଶ୍ବରରୁ ତାଳଚେର ଆସିବା ପାଇଁ ଟ୍ରେନ୍ ପାଖକୁ ଆସିଥିଲେ । କୌଣସି […]Continue Reading