ଅନୁଗୋଳ, ୨୨/୪ : ବରଯାତ୍ରୀ ପ୍ରସେସନରେ ଫୁଟିଲା ଗୁଳି, ୨ ଗୁରୁତର । ଅନୁଗୋଳ ଆଠମଲ୍ଲିକ ଥାନା ବେଲପୁଞ୍ଜି ଗାଁରେ ଗୁଳିକାଣ୍ଡ। ଘଟଣାସ୍ଥଳରେ ଆଠମଲ୍ଲିକ ପୋଲିସ ତଦନ୍ତ ଜାରି ରଖିଛି ।ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ବଏଲବେଡା ଗାଁରୁ ବରଯାତ୍ରୀ ବେଲପୁଞ୍ଜୀ ଗାଁକୁ ଯାଇଥିଲେ । ସେଠାରେ ବରଯାତ୍ରୀ ପ୍ରସେସନ୍ କରୁଥିବା ସମୟରେ ହଠାତ୍ ଏକ କାରରେ କିଛି ଯୁବକ ଆସି ବରଯାତ୍ରୀ ଦଳକୁ ରାସ୍ତାରେ ଅଟକାଇ ପିସ୍ତଲ ଦେଖାଇ ଧମକ ଚମକ […]Continue Reading




