Home Posts tagged anugola
Odisha News
ଅନୁଗୋଳ,୪/୧୧: ହାତୀ ଘଉଡାଉଥିବା ବେଳେ ଫରେଷ୍ଟର ଗାର୍ଡଙ୍କୁ ଦଳିଦେଲା ହାତୀ। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ ପଞ୍ଚାୟତରେ। ମୃତ ଫରେଷ୍ଟଗାର୍ଡ ଜଣଙ୍କ ହେଲେ ଶରତ ଘଡେ଼ଇ। ତାଙ୍କ ଘର ତାଳଚେର ଅଞ୍ଚଳରେ। ସେ ଅନୁଗୋଳ ବନଖଣ୍ଡ ବିଭାଗରେ ଫରେଷ୍ଟ ଗାର୍ଡ ଭାବରେ କାର୍ଯ୍ୟ କରୁଥିଲେ। ଭଚ୍ଚଗତକାଲି ରାତିରେ କୁଲାଡ ଗାଁକୁ ହାତୀ ପଲ ପଶିଆସିଥିଲେ। ଗ୍ରାମବାସୀ ହତୀ ଘଉଡାଇବା ପାଇଁ ବନ ବିଭାଗକୁ ଖବର ଦେଇଥିଲେ। ଫରେଷ୍ଟ ଗାର୍ଡ Continue Reading
Seo wordpress plugin by www.seowizard.org.