Home Posts tagged Anubhav-Vaesha marital disput
Odisha News
କଟକ,୧୪/୯: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅଭିନେତା ଅନୁଭବ ମହାନ୍ତି ପାରିବାରିକ ବିବାଦ ମାମଲାରେ କଟକ ପରିବାର ଅଦାଲତ ବିଚାରପତି କରିଛନ୍ତି ମଧ୍ୟସ୍ଥତା। ବୁଧବାର ଦିନ ପରିବାର ଅଦାଲତ ବିଚାରପତି ନିଜ ଚାମ୍ବରରକୁ ଉଭୟଙ୍କୁ ଡାକି ଅଲୋଚନା କରିଥିବା ଜଣାପଡ଼ିଛି। ତେବେ ମଧ୍ୟସ୍ଥତାର କୌଣସି ଫଳାଫଳ ସ୍ପଷ୍ଟ ହୋଇନି।ସୂଚନା ମୁତାବକ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଆଜି ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ। ୫ ହଜାର ଟଙ୍କା ତଣ୍ଡ ଦେଇ ରସିଦ୍ କାଟିଥିଲେ। Continue Reading