![](https://odishanewsonline.com/wp-content/uploads/2022/04/sc-5.jpg)
ବେଜିଙ୍ଗ,୨୦/୪: ନିରାପତ୍ତା ସହଯୋଗ କ୍ଷେତ୍ରରେ ଚୀନ୍ ଏବଂ ସଲମନ ଦ୍ବୀପପୁଞ୍ଜ ମଧ୍ୟରେ ରାଜିନାମା ସ୍ବାକ୍ଷରିତ ହୋଇଥିବା କଥା ମଙ୍ଗଳବାର ଦିନ ଚୀନ୍ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ୱାଙ୍ଗ୍ ୱେନ୍ବିନ୍ କହିଛନ୍ତି।ସିନ୍ହୁଆ ନିଉଜ୍ ଏଜେନ୍ସି ରିପୋର୍ଟ ଅନୁସାରେ, ସାମ୍ବାଦିକ ସମ୍ମିଳନୀରେ ୱାଙ୍ଗ୍ କହିଛନ୍ତି, ଚୀନ୍ ଓ ସଲମନ ଦ୍ବୀପପୁଞ୍ଜର ସରକାରଙ୍କଦ୍ବାରା ଅନୁମୋଦିତ ଦୁଇ ଦେଶ ମଧ୍ୟରେ ନିରାପତ୍ତା ସହଯୋଗ ଲାଗି ଚୀନ୍ର ଷ୍ଟେଟ୍ କାଉନ୍ସିଲର୍ ତଥା Continue Reading