Home Posts tagged Alia Bhatt-Ranbir Kapoor
Odisha News
ଉୁମ୍ବାଇ,୨୭/୬: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ମା’ ହେବାକୁ ଜାଉଛନ୍ତି । ସୋମବାର ଦିନ ସୋସିଆଲ ମିଡିଆରେ ଏହି ଖୁସି ଖବର ଦେଇଛନ୍ତି ଆଲିଆ ଭଟ୍ଟ । ଆଲିଆ ସୋସିଆଲ ମିଡିଆରେ ତାଙ୍କର ଅଲଟ୍ରାସାଉଣ୍ଡର ଫଟୋ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ସ୍ୱାମୀ ରଣବୀର କାପୁର ଆଲିଆଙ୍କ ପାଖରେ ବସିଛନ୍ତି । ଫଟୋରେ ରନବୀର ଓ ଆଲିଆ ଖବ୍ ଖୁସି ଥିବା ଦେଖିବାକୁ ମିଳିଛି । ଆଲିଆ ସେୟାର କରିଥିବା ଫଟୋରେ ଲେଖିଛନ୍ତି “ ଆମ ସନ୍ତାନ […]Continue Reading
Seo wordpress plugin by www.seowizard.org.