Home Posts tagged Aishwarya Rai Bachchcan
Odisha News
ନୂଆଦିଲ୍ଳୀ, ୩/୩ : ଐଶ୍ବର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଲିଉଡର ବଡ ପରଦାରୁ ଦୂରେଇ ରହିଥିଲେ । ଶେଷଥର ପାଇଁ ତାଙ୍କୁ ୨୦୧୮ରେ ଫନେ ଖାଁ ରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ ଏକ ବଡ ବଜେଟ୍ ପ୍ରୋଜେକ୍ଟ ସହ ସିଲଭର ସ୍କ୍ରିନ୍କୁ ଫେରିଛନ୍ତି ।ସେ ମଣି ରତ୍ନାମଙ୍କ ‘ପୋନିୟନ୍ ସେଲବନ’ରେ ନଜର ଆସିବେ। ଏହି ବିଗ୍ ବଜେଟ୍ ଫିଲ୍ମ ବିଷୟରେ ଅନେକ ଆଲୋଚନା ହୋଇଥିଲା। ଏବଂ ଐଶ୍ବର୍ଯ୍ୟା ଙ୍କ ପ୍ରଶଂସକମାନେ ଫିଲ୍ମରେ […]Continue Reading
Seo wordpress plugin by www.seowizard.org.