Home Posts tagged air india flight
Odisha News
ନୂଆଦିଲ୍ଲୀ,୧୯/୧: ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ମହଙ୍ଗା ପଡ଼ିଲା। ଏବେ ୪ମାସ ପର୍ଯ୍ୟନ୍ତ ଏୟାର ଇଣ୍ଡିଆରେ ଯାତ୍ରା କରିପାରିବେ ନାହିଁ ଶଙ୍କର ମିଶ୍ରା।ଗତ ବର୍ଷ ନଭେମ୍ବର ୨୬ରେ ନ୍ୟୁୟର୍କରୁ ନୂଆଦିଲ୍ଲୀକୁ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ବୃଦ୍ଧ ମହିଳାଙ୍କ ଉପରେ ପରିସ୍ରା କରିଥିଲେ ଶଙ୍କର ମିଶ୍ରା। ଏନେଇ ଅଭିଯୋଗ ହେବା ପରେ ଶଙ୍କର ମିଶ୍ରାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏୟାର ଇଣ୍ଡିଆ।ଏୟାର ଇଣ୍ଡିଆର ସିଇଓ ସ୍ତରରେ Continue Reading
Odisha News
ନୂଆଦିଲ୍ଲୀ,୫/୧: ନ୍ୟୁୟର୍କ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ନଭେମ୍ବର ୨୬ରେ ଘଟିଥିବା ଲଜ୍ଜାଜନକ ଘଟଣାର ଦଶ ଦିନ ପରେ ପ୍ୟାରିସ୍-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ଯାତ୍ରୀଙ୍କ କମ୍ବଳରେ ଜଣେ ମଦ୍ୟପ ପୁରୁଷ ଯାତ୍ରୀ ପରିସ୍ରା କରିଥିବା ଅଭିଯୋଗ ହୋଇଛି। ତେବେ ଅଭିଯୁକ୍ତ ଯାତ୍ରୀ ଲିଖିତ କ୍ଷମା ପ୍ରାର୍ଥନା କରିବା ପରେ ତାଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଅଧିକାରୀମାନେ ଗୁରୁବାର ଦିନ କହିଛନ୍ତି।ଏହି ଘଟଣା ଡିସେମ୍ବର Continue Reading
Seo wordpress plugin by www.seowizard.org.