Home Posts tagged Agnipath recruitment scheme
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୦/୫ : ଆସିଷ୍ଟାଣ୍ଟ ରିକ୍ରୁଟିଂ ଅଫିସର୍, ଆର୍ମି ରିକ୍ରୁଟିଂ ଅଫିସ୍, ଗୋପାଳପୁର ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ଯେ, ଭାରତୀୟ ସେନାରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା CEE ୦୧ ଜୁନ୍ ରୁ ୧୨ ଜୁନ୍ ୨୦୨୬ ପର୍ଯ୍ୟନ୍ତ ନିଯୁକ୍ତି ବର୍ଷ ୨୦୨୬/୨୭ ପାଇଁ ଅନଲାଇନ୍ ମାଧ୍ୟମ ରେ ଅନୁଷ୍ଠିତ ହେବ। କୋଲକାତାର ନିଯୁକ୍ତି ଜୋନରେ ପରୀକ୍ଷା ସିକିମ୍, Continue Reading