Home Posts tagged additional iic suspended
Odisha News
ଉମରକୋଟ ୨୮/୭ : ଅତିରିକ୍ତ ଆଇଆଇସି ନିଲମ୍ବିତ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅତିରିକ୍ତ ଅଧିକାରୀ ଲିମରାଜ ପ୍ରଧାନଙ୍କୁ ନିଲମ୍ବିତ କଲେ ଡିଜିପି ।ଗତ ଜୁଲାଇ ୧୦ ତାରିଖ ଦିନ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।ଖବର ଅନୁଯାୟୀ, ନଳିନୀକାନ୍ତ ନାୟକଙ୍କ ଅଭିଯୋଗ କ୍ରମେ ଥାନା ନିକଟରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଲିମରାଜ ପ୍ରଧାନଙ୍କୁ କାବୁ କରୁଥିଲା ଭିଜିଲାନ୍ସ ।ଏହି ସମୟରେ ଭିଜିଲାନ୍ସକୁ ଚକମା […]Continue Reading
Seo wordpress plugin by www.seowizard.org.