UTTAR PRADESH,MAY 7 : At least eight people, including a child, died and over a dozen were injured on Sunday after a pickup van they were travelling in was hit by a speeding truck on the Dalpatpur-Kashipur highway in Uttar Pradesh’s Moradabad. The collision occurred as the truck was travelling at a high speed and […]Continue Reading
ଢେଙ୍କନାଳ,୫/୫ : ଢେଙ୍କନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବନ୍ଦାଣିଆ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ ଭାରସାମ୍ୟ ହରାଇ ଗଛରେ ପିଟିହେବାରୁ ୨ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକଦ୍ବୟ ହେଲେ ଟାଟାମାଇନସ ଗ୍ରାମ ମଲ୍ଲାର ସାହିର ଦାଦା ଡୁଗୁ ମାଙ୍କଡିଆ ଓ ପୁତୁରା ସିଦ୍ଧାନ୍ତ ମାଙ୍କଡିଆ।ଗତକାଲି ଡୁଗୁ ଓ ସିଦ୍ଧାନ୍ତ ବାଇକ ଯୋଗେ ଟାଟା ମାଇନ୍ସରୁ କାମାକ୍ଷାନଗରର ଏକ ବାଇକ ଶୋ’ରୁମକୁ ଆସୁଥିଲେ। ବନ୍ଦାଣିଆ ନିକଟରେ ବାଇକ୍ଟି ଭରସାମ୍ୟ ହରାଇ ଏକ ଗଛରେ Continue Reading
ମାଲକାନଗିରି,୪/୫ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡପୁଟ ଘାଟିରେ ଗତକାଲି ରାତିରେ ମର୍ମନ୍ତୁଦ ସଡ଼କ ଘଟିଛି। ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡ଼ିବାରୁ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସମସ୍ତଙ୍କ ଘର ପଡପଦର ଗାଁର ବୋଲି ଜଣାଯାଇଛି।ପଡପଦର ଗାଁର ପ୍ରାୟ ୧୫ଜଣ ଲୋକ ଏକ ଦଶାହରେ ଯୋଗ ଦେବାରୁ ଟ୍ରାକ୍ଟରରେ ତଣ୍ଟାଗୁଡ଼ା Continue Reading
ବାଲେଶ୍ବର,୩/୫: ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାଙ୍କିତିରା ଛକରେ ଗୋରୁ ବୋଝେଇ ଏକ ପିକଅପ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ପିକଅପଟି ବେଆଇନ ଭାବେ ଗୋରୁ ବୋଝେଇ କରି ନେଇ ଯାଉଥିଲା। ପିକଅପରେ ୮ଟି ଗୋରୁ ଥିବା ବେଳେ ଗାଡ଼ିଟି ଓଲଟି ପଡିବାରୁ ୪ଟି ଗୋରୁଙ୍କର ମୃତ ହୋଇଯାଇଛି। ଡ୍ରାଇଭର ଜଣକ ଫେରାର ହୋଇଯାଇଥିବା ବେଳେ ହେଲ୍ପରକୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି।ବାଙ୍କିତିରା ଛକରେ ଗୋରୁ ବୋଝେଇ ପିକଅପ ଗାଡିଟି ବିଦ୍ୟୁତ ଖୁଣ୍ଟରେ ବାଡେଇ ଓଲଟି ପଡ଼ିଥିଲା। Continue Reading
ନବରଙ୍ଗପୁର,୧/୫: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଳପୁର ଥାନା ଅନ୍ତର୍ଗତ ଖଡକା ଘାଟି ନିକଟରେ ଟ୍ରକ ଓ ବୋଲେରୋ ମୁହାଁମୁହିଁ ଧକ୍କାରେ ୧୨ଜଣ ଗୁରୁତର ହୋଇଛନ୍ତି। ଗୁରୁତର ୧୨ଜଣଙ୍କୁ ଉଦ୍ଧାର କରି କକସରା ମେଡିକାଲରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ, ଏକ ବୋଲେରୋ(ଓଡି୦୮୮୬୩୫୩) ଜଗଦଳପୁରରୁ ବାହାରି କଳାହାଣ୍ଡି ଧର୍ମଗଡ଼ ଅଭିମୁଖେ ଯାଉଥିଲା। ଏହି ସମୟରେ ଜଗତପୁରରୁ ଜୟପୁର ଆସୁଥିବା ଏକ ଟ୍ରକ(ଓଡି୦୫ ଏଭି୩୨୮୪) ମଧ୍ୟରେ ଖଡକା ଘାଟି ନିକଟରେ Continue Reading




