ଲମତାପୁଟ,୬/୬: କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ କୁମାରଗୁଡା ଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି।ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ଲମତାପୁଟ ସିଲପଡା ଗାଁର ଧନୁଞ୍ଜୟ ବୋଲି ଜଣାଯାଇଛି।ଆହତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ସିଲପଡ଼ା ଗାଁର ହରି ପାଙ୍ଗି। ଅନ୍ୟ ଜଣଙ୍କର ପରିଚୟ ମିଳିନାହିଁ। ଆହତ ଦୁଇ ଜଣଙ୍କୁ ଲଷ୍ମଣନାୟକ ମେଡ଼ିକାଲ Continue Reading
ଯାଜପୁର, ୩/୬: ଡ୍ୟୁଟି କରୁଥିବା ସମୟରେ ଗାଡି ମାଡି ଯାଇ ପୋଲିସ ଏସଆଇଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ସୁଜିତ ପାଣ୍ଡବ ।ଭଦ୍ରକ ନଳାଙ୍ଗ ନିକଟରେ ଘଟିଛି ଅଘଟଣ । ପେଟ୍ରୋଲିଂ କରୁଥିବା ସମୟରେ ହାଇଓ୍ୱା ଗାଡି ମାଡି ଯାଇଥିଲା । ଯାଜପୁର ମୁଖ୍ୟ ଡାକ୍ତର ଖାନା ରେ ମୃତ ଘୋଷଣା କଲେ ଡାକ୍ତର ।ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଗାଡି ପାଖକୁ ଆସୁଥିବା […]Continue Reading
କାମାକ୍ଷାନଗର, ୨୭/୫: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ ନୂଆସାହି ନିକଟରେ ରାସ୍ତା କଡ଼କୁ ଓଲଟିଲା ଶ୍ରମିକ ବୋଝେଇ ଟ୍ରକ୍ । ଏହି ଦୁର୍ଘଟଣାରେ ୨୦ ଶ୍ରମିକ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି ।ଗୁରୁତର ଓ ଆହତମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ୫ ଜଣ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । […]Continue Reading
ବୌଦ୍ଧ ୧୪/୪: କାଳିଆ ଦର୍ଶନ ହେଲା ଶେଷ ଦର୍ଶନ । ଛତିଶଗଡ ରାଇପୁରରୁ ପୁରୀ ଯାଉଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ବୌଦ୍ଧ ଥାନା ହରେକୃଷ୍ଣପୁର ୫୭ ନମ୍ବର ଜାତୀୟ ରାଜପଥ ରେ ଭାରସାମ୍ୟ ହରାଇ ଡିଭାଇଡ଼ର ପିଟିହେଲା କାର ।ଘଟଣାସ୍ଥଳରେ ସ୍ଵାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଓ ଦୁଇ ଝିଅ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଡାକ୍ତର ଖାନାରେ ଭର୍ତ୍ତି । ମୃତକ ହେଲେ ରାୟପୁର ର ଦୀପକ ଭାଡେର […]Continue Reading
ଭୁବନେଶ୍ୱର, ୪/୪: ରାଜଧାନୀ ଉପକଣ୍ଠ ପଳାଶୁଣି ଛକରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପଳାଶୁଣି ଛକ ନିକଟରେ ଏକ ଟ୍ରକର ବ୍ରେକ୍ ଫେଲ ହୋଇ ରାସ୍ତାରେ ଠିଆ ହୋଇଥିଲା।ତାକୁ ଏକ କାର ଧକ୍କା ଦେଇଥିଲା। ତାପରେ ଆଉ ଏକ ଟ୍ରକ୍ କାରକୁ ପଛପଟୁ ଧକ୍କା ଦେଇଥିଲା। ୨ଟି ଟ୍ରକ ମଝିରେ ଚାପି ହୋଇଯାଇଥିଲା କାରଟି। ତାପରେ ସେହି କାର ଚାଳକ ଚାପି ହୋଇଯାଇଥିଲେ ଏବଂ ଘଟଣାସ୍ଥଳରେ କାର ଚାଳକଙ୍କ ମୃତ୍ୟୁ ଘଟିଥିଲା।ଏହି ଘଟଣାସକାଳ […]Continue Reading
ସମ୍ବଲପୁର, ୧୨/୩: ଶନିବାର ସକାଳେ ବରିଷ୍ଠ ଆଇନଜୀବୀ ଉମେଶ ପ୍ରଧାନ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ତାଙ୍କୁ ଏକ ଟ୍ରକ ସରଲାକାନୀ ଛକ ନିକଟରେ ପଛ ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଆଇନଜୀବୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସକାଳ ୬ଟା ୧୫ ମିନିଟ୍ ସମୟରେ ଏହି ଅଘଟଣ ଘଟିଥିବା ଜଣାଯାଇଛି।ତାଙ୍କ ମୃତ୍ୟୁ ପରେ ସମ୍ବଲପୁର ଓକିଲ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଓକିଲ ସଂଘ ପକ୍ଷରୁ ଶ୍ରୀ ପ୍ରଧାନଙ୍କ ମୃତଦେହ ରଖି ରାଜରାସ୍ତା ଅବରୋଧ […]Continue Reading
ନୂଆପଡ଼ା, ୧/୩ : କୁହାଯାଇଥାଏ ଦ୍ରୁତ ଗତି, ମହା ବିପତ୍ତି। ସଡ଼କ ସୁରକ୍ଷା, ଜୀବନ ରକ୍ଷା। ରାସ୍ତାରେ ଯିବା ବେଳେ ଏହି ଦୁଇଟି ଜିନିଷ ପ୍ରତି ଧ୍ୟାନ ଦିଆଗଲେ ଜୀବନ ସୁରକ୍ଷିତ ରହିଥାଏ ଓ ପରିବାର ସୁଖମୟ ହୋଇଥାଏ। ଆଉ ଗାଡ଼ି ଚଳାଇବା ସମୟରେ ଯଦି ଚାଳକ ସତର୍କତା ପ୍ରତି ଦୃଷ୍ଟି ନରଖନ୍ତି, ତା’ହେଲେ ମରଣ ସୁନିଶ୍ଚିତ। ନୂଆପଡ଼ା ଜିଲ୍ଲାରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି।ରାସ୍ତକଡ଼ରେ ଥିବା ଗଛକୁ କାର୍ ଧକ୍କା ଦେବାରୁ ଜଣେ ମହିଳା […]Continue Reading
ଅନୁଗୋଳ,୧/୩: ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ଖମାର ଥାନା କଣ୍ଟିଆପସି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛ ପଟେ ଦ୍ରୁତ ଗତିରେ ଯାଉଥିବା ଏକ କାର୍ ପିଟି ହେବାରୁ କାର୍ରେ ଥିବା ୫ ଜଣ ଆଖି ବୁଜିଛନ୍ତି। ସମସ୍ତ ମୃତକ ଖମାର ଥାନା ଅଧୀନ ଇଞ୍ଜିଡ଼ି ଗାଁରେ ବୋଲି ଜଣାଯାଇଛି।ସୂଚନାଯୋଗ୍ୟ, ଇଞ୍ଜିଡି ଗାଁର ୫ ଜଣ ପାଲଲହଡ଼ା ଭୋଟ ଗଣତି କେନ୍ଦ୍ରକୁ ଯାଇଥିଲେ। ସେଠାରୁ […]Continue Reading