Home Posts tagged abanti das bjd mla candidate for the dhamnagar
Odisha News
ଭୁବନେଶ୍ୱର,୧୨/୧୦: ମହିଳା କାର୍ଡ ଖେଳିଲା ବିଜେଡି। ଆଲୋଚନା ଓ ପର୍ଯ୍ୟାଲୋଚନାର ଅନ୍ତ ଘଟାଇ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛି।ଧାମନଗର ନିର୍ବାଚନମଣ୍ଡୀରେ ହେବାକୁ ଥିବା ଉପନିର୍ବାଚନରେ ଅବନ୍ତୀ ଦାସ ହେଲେ ବିଜେଡି ପ୍ରାର୍ଥୀ। ଅବନ୍ତୀ ହେଉଛନ୍ତି ତିହିଡି ବ୍ଲକ ଅଧ୍ୟକ୍ଷା। ତିହିଡି ବ୍ଲକରେ ତାଙ୍କର ଦବ୍ଦବା ରହିଛି। ଏଥିସହ ସେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ସମର୍ଥକ ବୋଲି ଆଲୋଚନା ହେଉଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ Continue Reading
Seo wordpress plugin by www.seowizard.org.