Home Posts tagged aam admi party
Odisha News
ନୂଆଦିଲ୍ଲୀ,୧/୩: ଦିଲ୍ଲୀର କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍) ଆରମ୍ଭ କରିବ ବିଶାଳ ବିକ୍ଷୋଭ ଅଭିଯାନ। ମାର୍ଚ୍ଚ ୫ରୁ ଆରମ୍ଭ ହେବାକୁ ଥିବା ଏହି ଅଭିଯାନ ସମୟରେ ଆପ୍ ବିଧାୟକ, ଏମସିଡି କାଉନସିଲର ଓ ନେତାମାନେ ଦିଲ୍ଲୀରେ ରହୁଥିବା ଲୋକଙ୍କ ଦ୍ୱାର ଦ୍ୱାର ବୁଲିବେ। ଏହି ସମୟରେ ସେମାନେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀ ପଛରେ ଥିବା ଷଡ଼ଯନ୍ତ୍ର ସମ୍ପର୍କରେ ଲୋକମାନଙ୍କୁ ବୁଝାଇବେଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରର ଦୁଇ ମନ୍ତ୍ରୀ ମନୀଷ Continue Reading
Seo wordpress plugin by www.seowizard.org.