
ଟୁନା ସିଂଙ୍କ ରିପୋର୍ଟବୋରିଗୁମ୍ମା, ୨୦/୩ : ବୋରିଗୁମ୍ମା ଏସଡ଼ିପିଓ ତପସ୍ୱିନୀ କଁଅର ନିର୍ଦେଶ କ୍ରମେ ବୋରିଗୁମ୍ମା ଥାନା ଅଧିକାରୀ ଯୁଗଳ କିଶୋର ସାଙ୍କ ନେତୃତ୍ୱରେ ଜୁଝାରୀ ପଞ୍ଚାୟତ ମଝି ଜଙ୍ଗଲ ରେ ଚାଲିଥିବା ଏକ ଜୁଆ ଅଡ୍ଡାରେ ଚଢ଼ଉ କରି ୯ ବାଇକ, ୨ ଟି ତାସ ପ୍ୟାକେଟ, ଖେଳପାଇଁ ବ୍ୟବହୃତ ମେଟ ଓ ନଗଦ ୧୨୪୦/-ଟଙ୍କା ଜବତ କରିଥିବା ଥାନା ଅଧିକାରୀ ଯୁଗଳ କିଶୋର ସା ସୂଚନା ଦେଇଛନ୍ତି ।ଗତକାଲି ରାତ୍ର ସମୟରେ ଜୁଝାରୀ ଗ୍ରାମ […]Continue Reading