Home Posts tagged 7 naxal killed at chhatishgada
Odisha News
ମାଲକାନଗିରି, ୨୩/୫: ଛତିଶଗଡ଼ର ବସ୍ତର ଅଞ୍ଚଳରେ ନକ୍ସଲମାନଙ୍କର ଆତଙ୍କ ଶେଷ ହେଉ ନାହିଁ। ନକ୍ସଲମାନେ ସବୁବେଳେ ଗ୍ରାମାଞ୍ଚଳରେ କ୍ଷତିକରିବାକୁ ଉଦ୍ୟମ କରୁଛନ୍ତି। ଏହାରି ମଧ୍ୟରେ ସୁରକ୍ଷାକର୍ମୀଙ୍କୁ ବଡ଼ଧରଣର ସଫଳତା ମିଳିଛି। ସୁରକ୍ଷାବଳଙ୍କ ଗୁଳିରେ ୭ ଜଣ ନକ୍ସଲ ନିପାତ ହୋଇଛନତି। ଦନ୍ତେୱାଡା ଏସ୍ପି ଗୌରବ ରାୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।ଗଣମାଧ୍ୟମକୁ ହସ୍ତଗତ ହୋଇଥିବା ଖବର ଅନୁସାରେ ନାରାୟଣପୁର-ଦନ୍ତେୱାଡା ସୀମାରେ ଏହି ଏନ୍କାଉଣ୍ଟର Continue Reading
Seo wordpress plugin by www.seowizard.org.