Home Posts tagged 3 bjd workers house raid
Odisha News
ପଦ୍ମପୁର,୨୮/୧୧: ଉପ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ପଦ୍ମପୁରରେ ଆଜି ହଠାତ୍ କେନ୍ଦ୍ରୀୟ ଟିମ୍ର ରେଡ୍ ହୋଇଛି। ୩ ପ୍ରତିଷ୍ଠିତ ବ୍ୟବସାୟୀ ତଥା ବିଜେଡିର ୩ ପୁରୁଖା କର୍ମୀଙ୍କ ଘରେ ଆୟକର ବିଭାଗ ଛାନଭିନ ଆରମ୍ଭ କରିଛି।ଘର ଭିତରେ ରେଡ୍ ଚାଲିଥିବା ବେଳେ ବାହାରେ ଏକେ ୪୭ ରାଇଫଲ ସହ ସିଆରପିଏଫ ଯବାନମାନେ ରହିଛନ୍ତି। ଘର ଭିତରୁ କାହାକୁ ବାହାରକୁ ଛଡ଼ା ଯାଉନି କିମ୍ବା ବାହାର ଲୋକଙ୍କୁ ଭିତରକୁ ଯିବାକୁ ଅନୁମତି ମିଳୁନି।ବହିଦାରପଡ଼ାର ମହମ୍ମଦ ସାଜିଦ, Continue Reading
Seo wordpress plugin by www.seowizard.org.